ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅଗଷ୍ଟ ୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଏହା ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଅଧିବେଶନ ୧୦ଦିନ ପାଇଁ ଚାଲିବାକୁ ଥିବା ବେଳେଦୁଇଟି ବେସରକାରୀ କାର୍ଯ୍ୟ ଦିବସ ସହ ସମୁଦାୟ ୧୦ଟି କାର୍ଯ୍ୟ ରହିଛି । ଏଥିରେ ୯ ଜଣ ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପ ମୁଖ୍ୟ ସଚେତକ ନୂତନ ଭାବେ କାର୍ଯ୍ୟ ସଂପାଦନ କରିବେ ।
ଓଡ଼ିଶା ଡ଼ଟ୍ କମ୍