ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୧୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ଦ୍ୱାରାପେଟ୍ରୋଲ ମୂଲ୍ୟ ବୃଦ୍ଧି ସଂପୂର୍ଣ୍ଣ ପ୍ରତ୍ୟାହାର ।ବିରେରାଜ୍ୟ ବିଜେପି ପକ୍ଷରୁ ମଙ୍ଗଳବାର ରାଜ୍ୟବ୍ୟାପୀ ଜେଲ ଭରୋ ଆନେ୍ଦାଳନ କରାଯାଇଛି ।
ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟାଳୟଠାରୁ ଶତାଧିକ ଳୀୟ କର୍ମୀ, ସମର୍ଥକ ଏବଂ ନେତା ଏକ ଶୋଭାଯାତ୍ରାରେ ବାହାରି ପିଏମ୍ଜି ଛକରେ ପହଂଚି କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ େଇଥିଲେ ।
ଆନେ୍ଦାଳନକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗିବାକୁ ଉ୍ୟମ କରିଥିବା ବେଳେ ବହୁ କର୍ମୀ ଏବଂ ନେତାଙ୍କୁ ପୋଲିସ ଗିରଫ କରିଥିଲା । ସେହିପରି କଟକ, ଭଦ୍ରକ, ସମ୍ବଲପୁର, ରାଉରକେଲା ଓ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଳ ପକ୍ଷରୁ ଜେଲ ଭରୋ ଆନେ୍ଦାଳନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍