Tag: ଶିକ୍ଷା

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ…

ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

୨୨ରୁ ଯୁକ୍ତ ତିନି ନାମ ଲେଖା

ଅଗଷ୍ଟ ୫ ରେ କଲେଜ ନୋଟିସ ବୋର୍ଡରେ ଛାତ୍ରଛାତ୍ରୀଙ୍କ ନାମର ତାଲିକା ପ୍ରକାଶ ପାଇବା ଓ ଅଗଷ୍ଟ ୬ ରେ…

ଅଗଷ୍ଟ ୫ ରେ କଲେଜ ନୋଟିସ ବୋର୍ଡରେ ଛାତ୍ରଛାତ୍ରୀଙ୍କ ନାମର ତାଲିକା ପ୍ରକାଶ ପାଇବା ଓ ଅଗଷ୍ଟ ୬ ରେ ନାମ ଲେଖାଯାଇ ପାଠ ପଢା ଆରମ୍ଭ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଦେଲେ ୪୪୫00 ଛାତ୍ର ଛାତ୍ରୀ

ରାଜ୍ୟର ୧୯ ଟି ସହରରେ ୭୮ ପରୀକ୍ଷା କେନ୍ଦ୍ର ରେ ହୋଇଥିବା ଏହି ପରୀକ୍ଷା ସୂଚାରୁ ରୂପେ ସମ୍ପନ୍ନ ହୋଇଛି…

ରାଜ୍ୟର ୧୯ ଟି ସହରରେ ୭୮ ପରୀକ୍ଷା କେନ୍ଦ୍ର ରେ ହୋଇଥିବା ଏହି ପରୀକ୍ଷା ସୂଚାରୁ ରୂପେ ସମ୍ପନ୍ନ ହୋଇଛି । ପରୀକ୍ଷା ସକାଳ ନଅଟା ରୁ ଅପରାହ୍ନ ଚାରିଟା ତିରିଶ ପର୍ଯ୍ୟନ୍ତ ତିନୋଟି ସିଟିଙ୍ଗରେ ଅନୁଷ୍ଠିତ ହୋଇଥିଲା।

ରମାଦେବୀ, ଖଲ୍ଲିକୋଟ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା

ଖୁବଶୀଘ୍ର ସରକାର ଏ ସମ୍ପର୍କୀୟ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ବିଜ୍ଞପ୍ତି…

ଖୁବଶୀଘ୍ର ସରକାର ଏ ସମ୍ପର୍କୀୟ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ବିଜ୍ଞପ୍ତି ପ୍ରକାଶ ପାଇଲେ ରମାଦେବୀ ମହିଳା ମହାବିଦ୍ୟାଳୟ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ନାମରେ ନାମିତ ହେବ । ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହିଳା ମହାବିଦ୍ୟାଳୟ ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ରହିବେ ।

ପରୀକ୍ଷାର୍ଥୀଙ୍କୁ କପି ଯୋଗାଉଥିବା ଅଧ୍ୟାପକ, କର୍ମଚାରୀ ଦଣ୍ଡିତ

Gjò @¤û_K, @¤û_òKû Z[û KcðPûeúuê @agòÁ _eúlû Kû~ðýeê @«e Keû~òaû ijòZ aòbûMúd Kû~ðýû^êÂû^ MâjY _ûAñ…

Gjò @¤û_K, @¤û_òKû Z[û KcðPûeúuê @agòÁ _eúlû Kû~ðýeê @«e Keû~òaû ijòZ aòbûMúd Kû~ðýû^êÂû^ MâjY _ûAñ iê_ûeòg Keû~ûAQò û

ସମସ୍ୟା ଯୋଗୁଁ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ଧମକ

Pû¦aûfò aäKe gòlû ijûdK cûù^ MZ 9cûi ]eò ecû _ûA^[ôaûeê Zúaâ _âZòKâòdû _âKûg _ûAQò û

Pû¦aûfò aäKe gòlû ijûdK cûù^ MZ 9cûi ]eò ecû _ûA^[ôaûeê Zúaâ _âZòKâòdû _âKûg _ûAQò û

This website uses cookies.