Tag: ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସେବା ନା ଶୋଷଣ

ଡାକ୍ତର ରୋଗର ସମସ୍ତ କାଗଜାତ ଦେଖି କହିଲେ ଏହା ‘ରୋଗର ନୁହେଁ ବରଂ ଶୋଷଣର ଇତିହାସ’ । ଜଣେ ଡାକ୍ତର ଆଉ ଜଣେ ଡାକ୍ତରଙ୍କ ଚିକିତ୍ସାକୁ ନେଇ ଦେଇଥିବା ଏହି ମତ ଚିକିତ୍ସା ସେବାରେ ଥିବା ଭଲ ଓ ମନ୍ଦ ଉଭୟ ପ୍ରକାର ଲୋକ ଚରିତ୍ରକୁ ଉନ୍ମୁକ୍ତ କରୁଛି । ଜଣେ ପରୀକ୍ଷା, ଔଷଧ ନାଁରେ…

ଅଧାରୁ ପାଠ ଛାଡୁଥିବା ଝିଅ ଓ ବାଲ୍ୟ ବିବାହ

ଘାସିରାମ ପଣ୍ଡା ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଏକ ନିପଟ ମଫସଲ ଗାଁ ସିଲିମି । ଗାଁର ଦଳିତ ସାହିରେ ପ୍ରାୟ ୬୫ ପରିବାର । ସାହିରେ ବାଲ୍ୟ ବିବାହକୁ ନେଇ ଅଲୋଚନା ଚାଲିଥିଲା ବେଳେ ଆଖି ଆଗରେ ବସିଥିଲେ ୩୦ଟି ବାଳିକା ବଧୁ । ସମସ୍ତଙ୍କ କୋଳରେ ଗୋଟିଏ, ଦୁଇଟି ପିଲା । ତାଙ୍କ…

ସ୍ୱାସ୍ଥ୍ୟ ସେବାର ଅଧିକାର

ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ରେ ଡାକ୍ତରମାନଙ୍କ ପାଇଁ ଗ୍ରାମାଂଚଳରେ ନିଯୁକ୍ତି ବାଧ୍ୟତାମୂଳକ କରାଯିବା କଥା କୁହାଯାଇଥିବା ବେଳେ, ପାରିବାରିକ ଔଷଧ ଓ ସାଧାରଣ ସ୍ୱାସ୍ଥ୍ୟ ସେବାରେ ଏମ୍.ଡି. ପାଠ୍ୟକ୍ରମ ପାଇଁ ମଧ୍ୟ ପ୍ରାବଧାନ କରାଯାଇଛି ।

ମାଲକାନଗିରିରେ ମାନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା

ସ୍ଵେଚ୍ଛାସେବୀ ସଂସ୍ଥା ପିପୁଲ୍ସସ କଲ୍ଚରାଲ ସେଣ୍ଟର,(ପିକକ),ନେସନଲ ସେଣ୍ଟର ଫର ଚାଇଲ୍ଡ ରାଇଟସ ଓ ୟୁନିସେଫ ପକ୍ଷରୁ ମିଳିତ ଭାବେ ଆୟୋଜିତ ଆୟୋଜିତ ଏହି କର୍ମଶାଳାରେ ପିକକ ର ସମ୍ପାଦକ ରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ଦେଇ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ ।

ଆମ୍ରି ହସ୍ପିଟାଲ୍ ଦ୍ଵାରା ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍

ସୂଚନା ଯୋଗ୍ୟ ଯେ ଅତ୍ୟାଧୁନିକ ଓ ଉନ୍ନତ ଉପକରଣ ସାଙ୍ଗକୁ ଆଧୁନିକ ମାନର ସେବା ବ୍ୟବସ୍ଥା ଦ୍ୱାରା ଆମ୍ରି ପୂର୍ବ ଭାରତର ଲୋକମାନଙ୍କୁ ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ଆସୁଛି । ଆମ୍ରି ହସ୍ପିଟାଲ୍ ହେଉଛି ଇମାମି ଗ୍ରୁପ୍ ଅଫ୍ କମ୍ପାନିର ଏକ ଅଂଶ ।

ପାଞ୍ଚୋଟି ନୂଆ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

କଟକ ଠାରେ ଦେଶର ପୂର୍ବାଞ୍ଚଳ ପାଇଁ ବାଙ୍ଗାଲୋରରେ ଥିବା ନିମହାନସ ଢାଞ୍ଚ। ରେ ମେନଟାଲ ହେଲଥ ଓ ନ୍ୟୁରୋ ସାଇନସର ଏକ ସୁପର ସ୍ପେସାଲିଟି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବାର ଆବଶ୍ୟକତା ଦର୍ଶାଇ ସେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି ।

This website uses cookies.