କିସ୍ ପ୍ରତିଷ୍ଠାତା ସାମନ୍ତଙ୍କଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁନ୍ ୨୯(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କିଟ୍ ଏବଂ କିସ୍ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ୧୫ ତମ ଭଗବାନ ମହଦଦାବୀର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
କିସ୍ ଆବାସିକ ସ୍କୁଲରେ ୧୬ ହଜାର ୫ଶହରୁ ଉଦ୍ଧ୍ୱର୍ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ପ୍ରାନ କରୁଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରାନ କରାଯିବ ।
ପୁରସ୍କାର ବାବରେ ସାମନ୍ତଙ୍କୁ ଶ ଲକ୍ଷ ଟଙ୍କା, ମାନପତ୍ର ଏବଂ ଉପଢୌକନ ପ୍ରାନ କରାଯିବ । ୨୬୦ରୁ ଉଦ୍ଧ୍ୱର୍ ଲୋକଙ୍କ ମଧ୍ୟରୁ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏମ୍.ଏନ୍.ଭେଙ୍କଟଚାଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଚାରକ ମଣ୍ଡଳୀ ସାମନ୍ତଙ୍କୁ ମନୋନୀତ କରିଛନ୍ତି ।
ଶିକ୍ଷା, ସମାଜସେବା, ଭେଷଜ, ଅହିଂସା କ୍ଷେତ୍ରରେ ଉଲ୍ଲେଖନୀୟ ଅବାନ ପାଇଁ ଭଗବାନ ମହଦଦାବୀର ଫାଉଂଡ଼େସନ୍ ପକ୍ଷରୁ୧୯୯୫ରୁ ଏହି ପୁରସ୍କାର ପ୍ରାନ କରାଯାଉଛି । ପୂର୍ବରୁ ୧୯୯୭ରେ ଆନ୍ନା ହଜାରେ ଏବଂ ପ୍ରକାଶ ଆମ୍ତେ, ୧୯୯୮ରେ ମନ୍ଦାକିନି ଆମ୍ତେଙ୍କୁ ଏହି ପୁରସ୍କାର ପ୍ରାନ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍ୁ ଭଗବାନ ମହାବୀର ପୁରସ୍କାର