Tag: ରାଜନୀତି

ବିହାର ନିର୍ବାଚନ ଓ ଓଡିଶାରେ ତାହାର ପ୍ରଭାବ

ଯଦିଓ ବିହାର ତୁଳନାରେ ଆମ ରାଜ୍ୟର ଜନ ସଂଖ୍ୟା କମ ଓ ସେଠାରେ ନିର୍ବାଚନରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା ଜାତିଆଣ ରାଜନୀତି ଓଡିଶାର ଦେଖିବାକୁ ମିଳେ ନାହିଁ ତଥାପି ରାଜନୈତିକ ଦୃଶ୍ୟପଟ୍ଟକୁ ବିଚାର କଲେ ଓଡିଶାର ଚିତ୍ର ଭିନ୍ନ ନୁହେଁ ।

ବିଶାଳ ହୃଦୟ ଜାନକୀ ବଲ୍ଲଭ (ବିଶେଷ)

ସେ ସମୟରେ ହେଉଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ସମ୍ପର୍କରେ ବାରମ୍ବାର ଲେଖୁଥିବା ସତ୍ଵେ ମୋ ପ୍ରତି ଜାନକୀବାବୁ କେବେବି ଅସୁୟାଭାବ ପୋଷଣ କରିନଥିଲେ। ନିଜେ ବହୁବର୍ଷ ସାମ୍ବାଦିକତା କରିଥିବାରୁ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ ସେ ଖୁବ ସଚେତନ ଥିଲେ ।

ସବ୍ସିଡିଯୁକ୍ତ ସିଲିଣ୍ଡର ୯ ହେଲା

ବର୍ତମାନ ୬ଟି ସବ୍ସିଡିଯୁକ୍ତ ସିଲିଣ୍ଡର ପ୍ରଦାନ କରାଯାଉଛି ।

ସମାବେଶ ରାଜନୀତି : କଂଗ୍ରେସର ଦୁଇଟି ପାଲଟା ମାମଲା

କଂଗ୍ରେସ ପ୍ରଭାର ଜଗଦୀଶ ଟାଇଟଲର, ନିରଜଂନ ପଟ୍ଟନାୟକ, ପ୍ରଦୀପ ମାଝୀ ଙ୍କ ନାମରେ ମାମଲା ଦାୟର ହୋଇଛି ।

ରାଜ୍ୟ ରାଜନୀତିରେ ନୂଆ ସମୀକରଣ ନେଇ ଚର୍ଚ୍ଚା

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୩୧ରେ ବନ୍ଦ ପାଳନ ଦୃଷ୍ଟିରୁ ବିଚାରବିମର୍ଶ ପାଇଁ ଆଲୋଚନା କରାଯାଇଛି ବୋଲି କୁହାଯାଇଛି ।

ଧରାକୋଟ ରାଣୀ ନନ୍ଦିନୀ ଦେବୀ ବିଜେଡ଼ିରେ ସାମିଲ

ùiûeWÿûe _ìaðZ^ aòùR_ò aò]ûdK ÊMðZ Kòùgûe P¦â iõòjùIu _ZÜú ^¦ò^ú ùaú û

This website uses cookies.