ଓଡିଶା ନ୍ୟୁଜ/ Odisha News

Tag Archives: ରାଜନୀତି

ରାଜନୀତି

ବିହାର ନିର୍ବାଚନ ଓ ଓଡିଶାରେ ତାହାର ପ୍ରଭାବ

ଯଦିଓ ବିହାର ତୁଳନାରେ ଆମ ରାଜ୍ୟର ଜନ ସଂଖ୍ୟା କମ ଓ ସେଠାରେ ନିର୍ବାଚନରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଆସୁଥିବା ଜାତିଆଣ ରାଜନୀତି ଓଡିଶାର ଦେଖିବାକୁ ମିଳେ ନାହିଁ ତଥାପି ରାଜନୈତିକ ଦୃଶ୍ୟପଟ୍ଟକୁ ବିଚାର କଲେ ଓଡିଶାର ଚିତ୍ର ଭିନ୍ନ ନୁହେଁ ।

ବିସ୍ତୃତ
ରାଜନୀତି

ବିଶାଳ ହୃଦୟ ଜାନକୀ ବଲ୍ଲଭ (ବିଶେଷ)

ସେ ସମୟରେ ହେଉଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ସମ୍ପର୍କରେ ବାରମ୍ବାର ଲେଖୁଥିବା ସତ୍ଵେ ମୋ ପ୍ରତି ଜାନକୀବାବୁ କେବେବି ଅସୁୟାଭାବ ପୋଷଣ କରିନଥିଲେ। ନିଜେ ବହୁବର୍ଷ ସାମ୍ବାଦିକତା କରିଥିବାରୁ ଗଣ ମାଧ୍ୟମର ଭୂମିକା ସମ୍ପର୍କରେ ସେ ଖୁବ ସଚେତନ ଥିଲେ ।

ବିସ୍ତୃତ