• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଡଟ୍ କମ ଘୋଷଣାନାମା

ଓଡିଶା ଡଟ୍ କମ ପୃଷ୍ଠାମାନଙ୍କରେ ରହୁଥିବା ଦୋଷ ଏବଂ ତୃଟି ବିଚ୍ୟୁତି କିମ୍ବା ବର୍ଣ୍ଣନା ଶୈଳୀ ଲାଗି ଏହାର ମାଲିକ, ପରିଚାଳନା କର୍ତ୍ତୃପକ୍ଷ କିମ୍ବା ସମ୍ପାଦକ ଦାୟୀ ରହିବେ ନାହିଁ ।

ଓଡ଼ିଶା ଡ଼ଟ୍ କମେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମ ମତାମତ ନୁହେଁ ।

ଓଡିଶା ଡଟ କମର ୱେବ୍-ପୃଷ୍ଠାରେ ବିଜ୍ଞାପନଦାତା, ସମ୍ବାଦଦାତା, ଲେଖକ ଏବଂ ଫଟୋଗ୍ରାଫରଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟର ସତ୍ୟାସତ୍ୟ ଜାଣିବା ଲାଗି ଆମେ ସମସ୍ତ ଉଦ୍ୟମ କରିଥାଉ ।

ତେବେ ଏହାକୁ ପାଥେୟ କରି ପାଠକମାନେ ନିଜ ଆଡୁ କୌଣସି ପଦକ୍ଷେପ ବା ନିଷ୍ପତିରେ ପହଂଚିବା ପୂର୍ବରୁ ସେମାନେ ତାହାର ସତ୍ୟତା ସମ୍ପର୍କରେ ନିଜେ ଯାଂଚ ପରଖ କରିବା ଉଚିତ ।

କୌଣସି କାରଣବଶତଃ ଏହି ସାଇଟ ପ୍ରକାଶିତ କୌଣସି ତଥ୍ୟକୁ ଆଧାରକରି ଯଦି କେହି କ୍ଷତିର ସମ୍ମୁଖିନ ହୁଅନ୍ତି ସେଥିପାଇଁ ଓଡିଶା ଡଟ୍ କମ୍ କର୍ତ୍ତୃପକ୍ଷ ଦାୟୀ ହେବେ ନାହିଁ ।

ଓଡିଶା ଡଟ୍ କମ୍ ୱେବ୍-ସାଇଟର କୌଣସି ତଥ୍ୟ,ଲୋଗୋ,ଫଟୋଚିତ୍ର, ଗ୍ରାଫିକ୍ସର ଅବିକଳ ପ୍ରକାଶନ, ନକଲ କିମ୍ବା ବଣ୍ଟନ ଆଦି କାର୍ଯ୍ୟକଳାପ ଉପରେ ସଂପୂର୍ଣ୍ଣ କଟକଣା ଅଛି । ଏହାର ଉଲଙ୍ଘନକାରୀମାନଙ୍କ ବିରୋଧରେ ଆଇନରେ ସର୍ବାଧିକ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ଓଡିଶା ଡଟ୍ କମ୍ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ୱେବ୍-ସାଇଟ କୌଣସି ତଥ୍ୟାବଳୀ, ସମ୍ବାଦ,ଫଟୋଚିତ୍ର,ଫିଚର ଏବଂ ଗ୍ରାଫିକ୍ସ ଆଦିର ନକଲ କରାଯାଇପାରିବ ନାହିଁ ।

ଉପରେ ଉଲ୍ଲେଖ ରହିଥିବା ଯେ କୌଣସି ଗୋଟିଏ ବିଷୟ ସହ ଯଦି କେହି ନିଜର ସହମତି ପ୍ରକାଶ ନ’ କରନ୍ତି ତାହାହେଲେ ସେ’ ଓଡିଶା ଡଟ୍ କମ୍ ୱେବ୍ ସାଇଟ କୌଣସି ପୃଷ୍ଠା ଅଥବା ଏହାର କୌଣସି ବିଷୟବସ୍ତୁ ପାଠ ନକରିବା ଲାଗି ଆମର ଅନୁରୋଧ ।

ଆମେ ଏହାଦ୍ୱାରା ଘୋଷଣା କରୁଛୁ ଯେ, ଓଡିଶା ଡଟ୍ କମ୍ ସମ୍ପର୍କିତ ସମସ୍ତ ବିବାଦ କେବଳ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ଅଦାଲତର ପରିସୀମା ମଧ୍ୟରେ ହେବ ।

ଓଡ଼ିଶା ଡ଼ଟ୍ କମ୍ କତ୍ତୃପକ୍ଷ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version