Site icon Odisha.com

ଲେଖକଙ୍କ ପାଇଁ

ଓଡିଶା ଡଟ କମ ଏକ ନିରପେକ୍ଷ ସଂବାଦ ପରିବେଷଣ କରୁଥିବା ଓଡିଆ  ୱେବସାଇଟ । ଏହା କେବଳ ଓଡିଶା ଓ ଓଡିଆଙ୍କ ସମ୍ପର୍କରେ ଲେଖାମାନ ପ୍ରକାଶ କରିଥାଏ ।

ଯେ କୌଣସି ଆଗ୍ରହୀ ଲେଖକ ଓ ଲେଖିକାଙ୍କ ଲେଖା ଆମ ପାଇଁ ସ୍ଵାଗତଯୋଗ୍ୟ । ତେବେ ଏ ସମ୍ପର୍କରେ ସମ୍ପାଦକଙ୍କ ନିଷ୍ପତ୍ତି ଚୁଡାନ୍ତ ।

ଲେଖା ନିରପେକ୍ଷ, ତଥ୍ୟ ସମ୍ବଳିତ ଓ  ପଠନପଯୋଗୀ ହେବ ଆବଶ୍ୟକ । ଲେଖା ସମ୍ପର୍କିତ ସମସ୍ତ ବିବାଦ ପାଇଁ ଲେଖକ ଦାୟୀ ରହିବେ । ଜାତି, ସାମ୍ପ୍ରଦାୟୀକ  ଭେଦଭାବ ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବା ଅଭିପ୍ରାୟ ରଖି ଲେଖା ଯାଇଥିବା ଲେଖା ବିଚାରକୁ ନିଆଯାଇନଥାଏ ।

ଆମର ପାଠକ ଓ ପାଠିକା ଅଧିକାଂଶ ପ୍ରବାସୀ ଓଡିଆ ଓ ଯୁବକ ହୋଇଥିବାରୁ ସେମାନଙ୍କ ଉପଯୋଗୀ ଲେଖାକୁ ଆମେ ପ୍ରାଧାନ୍ୟ ଦେଇଥାଉ । ଲେଖା ଆକୃତି  ବା ଇଉନିକୋଡ ଫଣ୍ଟରେ ଲେଖି ପଠାଇବାକୁ ଅନୁରୋଧ ।

ବିଭିନ୍ନ ସ୍ଵେଚ୍ଛାସେବୀ ସଂସ୍ଥା, ସରକାରୀ ଓ ବେସରକାରୀ ସଂଗଠନ ମଧ୍ୟ ସେମାନଙ୍କ ପ୍ରେସ ରିଲିଜ ଓ କାର୍ଯ୍ୟକ୍ରମ ର ବିବରଣୀ ଉକ୍ତ ଫଣ୍ଟ ରେ ଲେଖି ପଠାଇ ପାରିବେ ।

ଲେଖା ପଠାଇବାର ଠିକଣା ହେଲା jatin@odisha.com

Exit mobile version