Site icon Odisha.com

ମାଲକାନଗିରି: ତିନି ମାଓବାଦୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ରତ୍ନାକର ଦ।ଶ

ମାଲକାନଗିରି, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ପୋଲିସ ତିନି ଜଣ ମାଓବାଦୀଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ପୋଲିସ ଓ ଏସ୍ଓଜି ଯବାନ କାଳିମେଳା ଥାନା ଅନ୍ତର୍ଗତ ରାଜଲକୋଣ୍ଡା ଜଙ୍ଗଲକୁ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ଏମାନଙ୍କୁ ଗିରଫ କରିଛନ୍ତି ।

ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ମାରଣାସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version