• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅପହୃତ ଛାତ୍ର ଖୋର୍ଦ୍ଧାରୁ ଉଦ୍ଧାର, ଦମ୍ପତି ଗିରଫ

November 22, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) କଟକରେ ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ ହୋଇଥିବା ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପୋଲିସ ଖୋର୍ଦ୍ଧାରୁ ଉଦ୍ଧାର କରିଛି ।

ନିମସାହି ଅଞ୍ଚଳର ଦଶ ବର୍ଷ ବୟସ୍କ ଅବଦୁଲ ରେହେମାନଙ୍କୁ ପୋଲିସ ଶରଧାପୁର ଅଞ୍ଚଳରୁ  ମଙ୍ଗଳବାର ସଂଧ୍ୟାରେ ଉଦ୍ଧାର କରିଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି ।

ଅପହରଣ କରିଥିବା ଦମ୍ପତି ବାଦଲ ଓରଫ ଜୁଲ ଫିକର ଅଲ୍ଲୀ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଘର ରାଜକନିକା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ବୋଲି ପୋଲିସ କହିଛି ।

ଉଭୟ ସ୍ୱାମୀ ସ୍ତ୍ରୀ ଅବଦୁଲଙ୍କୁ ଅପହରଣ କରି ଶରଧାପୁର ସ୍ଥିତ ତାଙ୍କ ଶ୍ୱଶୂର ଘରେ ରଖିଥିଲେ । ସେଠାରେ ତାଙ୍କୁ ମୁଣ୍ଡ ଜାମିନ ରଖି ୧୨ ଲକ୍ଷ ଟଙ୍କା ମାଗିଥିଲେ । ପରେ କଟକ ପୋଲିସ ଫୋନ୍ନ ମ୍ବରକୁ ଟ୍ରାକ୍ କରି ଖୋର୍ଦ୍ଧା ପୋଲିସ ସହ ଯୋଗାଯୋଗ କରିଥିଲା ।

ରବିବାର ସଂଧ୍ୟାରେ ଜଣେ ପଡ଼ୋଶୀ ଯୁବକ ରେହେମାନଙ୍କୁ ଟ୍ୟୁସନ ସ୍ଥାନରେ ଛାଡ଼ିବା ଓ ଟ୍ୟୁସନ ପରେ ଆଣିବାକୁ ଯାଇ ଆଉ ଫେରିନଥିବାରୁ ସଂପୃକ୍ତ ଛାତ୍ରଙ୍କୁ ଅପହରଣ କରିନିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଅବଦୁଲ ଡ଼ିପିଏସ୍ କଳିଙ୍ଗ ବିଦ୍ୟାଳୟର ଛାତ୍ର ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଅପହରଣ, କଟକ, ପୁରୀ

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version