ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼,ନଭେମ୍ବ ୨୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ ଅନୁଷ୍ଠିତ ୧୦ମ ପୁସ୍ତକ ମେଳା ଅବସରରେ ହାସ୍ୟକବି ସମ୍ମିଳନୀର ଆୟୋଜନ ହୋଇଛି ।
ହାସ୍ୟକବି ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ କୋଶଲି ଓ ଓଡ଼ିଆ ଭାଷାର କବିମାନେ ଏଥିରେ ଯୋଗଦାନ କରିଥିଲେ ।
ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ କବି ସଖନ୍ୱେସ, ଅଚ୍ୟୁତ ପୁରୋହିତ, ଗୁଣସାଗର ସାହୁ,ବିରଂଚି ମୁଣ୍ଡ୍, ଶୁଶାନ୍ତ ମିଶ୍ର, ସଚି ପଣ୍ଡା ପ୍ରମୁଖ ନିଜର ହାସ୍ୟ ରସାତ୍ମକ ବ୍ୟଙ୍ଗ କବିତା ପାଠ କରିଥିଲେ ।
ଏହି ଅବସରରେ ଖତିଆ ଭାଷାର କବିତା ମଧ୍ୟ ସନତ ମିର୍ଦ୍ଧା ପାଠ କରିଥିଲେ ।
ଓଡ଼ିଶା ଡ଼ଟ୍ କମ୍