• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ୱେବସାଇଟ୍ରେ ତଥ୍ୟ ଦେବାକୁ ଖଣି ଲିଜ୍ଧାରୀଙ୍କୁ ନିର୍ଦ୍ଦେଶ

December 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱ, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ସରକାରୀ ୱେବସାଇଟ୍ରେ ଖଣି ସଂପର୍କୀତ ସମସ୍ତ ତଥ୍ୟ ଦେବାକୁ ଖଣି ଲିଜ୍ଧାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଖଣି ସଂକ୍ରାନ୍ତୀୟ ତଥ୍ୟ ଲୋକଲୋଚନକୁ ଆସିପାରୁନଥିବା ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ସରକାର ଏହି ପକ୍ଷେପ ନେଇଥିବା ଜଣେ ଅଧିକାରୀ କହିଛନ୍ତି ।

ଏ ସଂପର୍କୀତ ସମସ୍ତ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ଶେଷ କରିବାକୁ ଖଣି ସଚିବ ମନୋଜ ଆହୁଜା
ମଙ୍ଗଳବାର ରାଜ୍ୟ ଖଣି ନିର୍ଦ୍ଦେଶକଙ୍କୁ ଲିଖିତ ନିର୍ଦ୍ଦେଶନା ଜାରି କରିଥିବା ସେ କହିଛନ୍ତି ।

ବିଭିନ୍ନ ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ଗତ ଅଗଷ୍ଟ ମାସରେ ରାଜ୍ୟ ସୂଚନା କମିଶନ ମଧ୍ୟ
ଖଣି ସଂପର୍କୀତ ତଥ୍ୟ ୱେବସାଇଟ୍ରେ ଦେବାକୁ ଖଣି ଓ ଇସ୍ପାତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ମାର୍ଚ୍ଚ ୨୦୦୩ରୁ ମାର୍ଚ୍ଚ ୨୦୦୯ ମଧ୍ୟରେ ହୋଇଥିବା ବିଭିନ୍ନ ଖଣି ଯୋଜନା ସମ୍ବନ୍ଧୀୟ ତଥ୍ୟ ସେ
ମାଗିଥିବା ବେଳେ ତାଙ୍କୁ ସେଗୁଡ଼ିକ ଯୋଗାଇ ଦିଆଯାଇନଥିଲା ବୋଲି ଚାଡ଼ାର୍ଡ଼ ଆକାଉନ୍ଟାଂଟ ବିଶ୍ୱଜିତ ମହାନ୍ତି କମିଶନ ନିକଟରେ ଅଭିଯୋଗ କରିଥିଲେ ।

ଏଭଳି ତଥ୍ୟ ତାଙ୍କୁ ଦେବାକୁ ସଂପୃକ୍ତ କର୍ତୃପକ୍ଷ ମନା କରିଦେଇଥିଲେ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ୱେବସାଇଟ୍ରେ, ସରକାରୀ

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version