Site icon Odisha.com

ଓଡ଼ିଶା ଲୋକମାନେ ଏହାକୁ ପଢିବା ଉଚିତ୍

ନିଃ ସନ୍ଦେହରେ ଓଡ଼ିଆ ଲୋକଙ୍କ ପାଇଁ ଏହା ଗୋଟିଏ ବହୁତ ଭଲ ୱେବସାଇଟ୍ । ଯେତିକି ଅଧିକ ସମ୍ଭବ ଓଡ଼ିଶାର ଲୋକମାନେ ଏହାକୁ ପଢିବା ଉଚିତ୍ ।

ଏଭଳି ୱେବସାଇଟ୍ କରିଥିବାରୁ ଧନ୍ୟବାଦ । ଏହାର ଅଧିକତର ଉନ୍ନତି ପାଇଁ ଆପଣଙ୍କ ଚେଷ୍ଟା ଜାରି ରଖନ୍ତୁ ।

ବସନ୍ତ କୁମାର ସାହୁ
ତେଜପୁର ୟୁନିଭରସିଟି

Exit mobile version