• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଟକଣା ସତ୍ୱେ ଶୁଳିଆ ଯାତ୍ରାରେ ବଳି

December 27, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଡ଼ିସେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ପ୍ରଶାସନ ତଥା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ଖଇରଗୁଡ଼ା ଠାରେ ଅନୁଷ୍ଠିତ ଶୁଳିଆ ଯାତ୍ରାରେ ପଶୁ ବଳି ଦିଆଯାଇଛି ।

ଯାତ୍ରାରେ ବଳି ପଡିବା ନେଇ ପ୍ରଶାସନ ଓ ବଳି ସପକ୍ଷବାଦୀଙ୍କ ମଧ୍ୟରେ ଟଣାଓଟରା ପରେ ପରମ୍ପରା ଭଙ୍ଗ କରାଯାଇ ପାରିବ ନାହିଁ ବୋଲି ଆଦିବାସୀମାନେ କହିବା ସହ ଏକ ନୂତନ ଖଳା ସୃଷ୍ଟି କରି ୧୪୪ ଧାରା ଜାରି କରାଯାଇଥିବା ସ୍ଥାନରୁ କିଛି ଦୂରରେ ବଳି ଦେଇଛନ୍ତି ।

ବଳି ସଂପୂର୍ଣ୍ଣ ଭାବେ ବନ୍ଦ କରିବା ସହ ପ୍ରାଣୀ ସୁରକ୍ଷା ଆଇନ ପାଳନ କରିବାକୁ ପ୍ରଶାସନକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ େଇଥିଲେ । ବଳି ବନ୍ଦ ପାଇଁ ଖଇରଗୁଡାର ବଡଖଳା, ନୂଆଁ ଖଳା ଓ ସାନ ଖଳାରେ ୧୪୪ ଧାରା ଜାରି କରାଯାଇଥିଲା ।

୩ ଜଣ ଡିଏସ୍ପି, ୪ଜଣ ଇନ୍ସପେକ୍ଟର, ୮ଜଣ ଏସଆଇ,୧୭ ଏଏସ୍ଆଇ, ୫ ପ୍ଲାଟୁନ ଫୋର୍ସ ଓ ୧୨୦ ହୋମଗାର୍ଡ଼ଙ୍କୁ ମୁତୟନକରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଶୁଳିଆ ଯାତ୍ରା, ହାଇକୋର୍ଟ

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version