• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଶ୍ରୀଜଗନ୍ନାଥ ଦର୍ଶନ ସମିତିର “ନେତ ଉତ୍ସବ-୨୦୧୨’

January 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତ ପକ୍ଷରୁ ତ୍ରୟୋଶ ବାର୍ଷିକ ଉତ୍ସବ ଓ ନେତ ଉଡାଣ ଉତ୍ସବ ଦୁଇଦିନ ବ୍ୟାପୀ ମହା ସମାରୋହରେ ଅନୁଷ୍ଠିତ
ହୋଇଯାଇଛି ।

ସନ୍ଥିଆ ଗ୍ରାମବାସୀଙ୍କ ସହଯୋଗରେ ବିଗତ ୪ବର୍ଷ ଧରି ବାଇପାସ୍ ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ସନ୍ଥଦିଆଡି ସ୍ଥିତ ଶ୍ରୀଜଗନ୍ନାଥ ଗୌଡିୟ ମଠ ପରିସରକୁ ସ୍ଥାନାନ୍ତରିତ କରାଯାଇ ଏହି ଉତ୍ସବ ପାଳନ କରାଯାଇଥିଲା ।

ବର୍ଷର ଶେଷ ଦିବସରେ ସମିତିର ମୁଖ୍ୟ ସଂଯୋଜକ ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସେବକ ମିଳନ ମଂଚ ଅନୁଷ୍ଠିତ ହୋଇଥିଲା ।

ମଂଚ ଉଦଘାଟକ ଭାବରେ ସନ୍ଥିଆ ମନମୋହନ ଜୀୟୁ ମଠର ମଠାଧୀଶ ଆଶିଷ ଗୋସ୍ୱାମୀ ଯୋଗାନ କରି ଶ୍ରୀଜଗନ୍ନାଥଙ୍କ ତଥ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ପରେ ପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।ଉତ୍ସବରଦ୍ୱିତୀୟ ିବସରେ ଷୋଡଶୋପଚାର ପୂଜା ସହ ଯଜ୍ଞ କାର୍ଯ୍ୟକ୍ରମ ସମିତିର ଉପଷ୍ଟୋ ନିଶାକର ସାହୁଙ୍କ ଯଜମାନତ୍ୱରେ ସଂପନ୍ନ ହୋଇଥିଲା ।

ବିଶ୍ୱଶାନ୍ତି ଭ୍ରାତୃପ୍ରେମ ସଂକୀର୍ତନ ପଯାତ୍ରା ଗୌଡିୟ ମଠର ମହନ୍ତ ସିଦ୍ଧାନ୍ତୀ ମହାରାଜଙ୍କ ନେତୃତ୍ୱରେ ବାଇପାସସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ଭଦ୍ରକ ସହର ପରିକ୍ରମା କରି ସନ୍ଥିଆସ୍ଥିତ ଶ୍ରୀଜଗନ୍ନାଥ ଗୌଡିୟ ମଠରେ ପହଂଚିଥିଲା ।

ଏହି ପଟୁଆରରେ ପ୍ରଚାର ସମିତିର ଶାଖା ମଣ୍ଡଳୀ ବାଲେଶ୍ୱର, ଜଳା, କେନ୍ଦ୍ରାପଡା ସହ ସ୍ଥାନୀୟ
ଅର୍ଣ୍ଣପାଳ, ଅପର୍ତିବିନ୍ଧା, ଗୁଜିରଡା ଗ୍ରାମରୁ ବହୁ ମହିଳା ପୁରୁଷ ସହଯୋଗ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଶ୍ରୀଜଗନ୍ନାଥ, ସନ୍ଥିଆ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version