Site icon Odisha.com

ଗିରଫ କରିଥିବା ପୋଲିସ କହିଛି

ଗିରଫ କରିଥିବା ପୋଲିସ କହିଛି ।

ତିର୍ତୋଲ ବାରସିଂହପୁର ଗ୍ରାମର ରଶ୍ମିତା ସ୍ୱାଇଁ ଅପ୍ରେଲ୧୨ତାରିଖ ୨୦୦୯ମସିହାରେ ଅରଣା ଗ୍ରାମର ମାଧବ ସ୍ୱାଇଁଙ୍କୁ ବିବାହ କରିଥିଲେ ।

ବିବାହ ସମୟରେ ବରପକ୍ଷ ନଗ ୫୦ ହଜାର ଟଙ୍କା, ଫ୍ରିଜ୍, ସୁନାଗହଣା ସହ ଅନ୍ୟାନ୍ୟ ଆସବାବପତ୍ର ଯୌତୁକ ।ବି କରିଥିଲେ । ।ର୍ରି୍ୟ ହେତୁ କନ୍ୟାପିତା ମୋଟ ୨୦ ହଜାର ଟଙ୍କା ଯୌତୁକ େଇଥିଲେ ଏବଂ ବିବାହର ଏକ ବର୍ଷ ମଧ୍ୟରେ ବାକି ଯୌତୁକ ରାଶି ଦେବେ ବୋଲି ପ୍ରତିଶୃତି େଇଥିଲେ ।

ଅତ୍ୟଧିକ ।ର୍ରି୍ୟ ହେତୁ କନ୍ୟାପିତା ବସନ୍ତ ସ୍ୱାଇଁ ଏ ପର୍ଯ୍ୟନ୍ତ ଯୌତୁକ ରାଶି େଇନଥିବା ଯୋଗୁଁ ରଶ୍ମିତାକୁ ଶ୍ୱଶୁର ଘର ଲୋକେ ଉଭୟ ମାନସିକ ଶାରିରୀକ ଓ ମାନସିକ ଯନ୍ତ୍ରଣା େ

ଇଆସୁଥିଲେ । ରବିବାର ରାତିରେ ସ୍ୱାମୀ ମାଧବ ଓ ତାଙ୍କ ଭାଇ ମିଶି ରଶ୍ମିତାକୁ ହତ୍ୟାକରି ଏହାକୁ ଆତ୍ମହତ୍ୟାର ରୂପ ବୋ ପାଇଁ ତାକୁ ଶୋଇବା ଘରେ ଝୁଲାଇ େଇଥିଲେ ।

ରଶ୍ମିତାର ମାଆ ଲୋଚନା ସ୍ୱାଇଁ ଏ ସଂକ୍ରାନ୍ତରେ ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ଶବକୁ ବ୍ୟବଛେ ପାଇଁ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଇ ିଆଯାଇଛି ।

ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ମାଧବ ଓ ତାର ଭାଇ କାଳିନ୍ଦୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଜଗତସିଂହପୁର ଥାନା ଅଧିକାରୀ ସତୀଶ ରାୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version