• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପରିବେଶ ଓ ଜଳବାୟୁ ପରିବର୍ତନ ଶୀର୍ଷକ ଜାତୀୟ ସମ୍ମିଳନୀ

January 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଖୁଟୁରାମ ସୁନାନୀ

ନୁଆପଡା, ଜାନୁୟାରୀ ୧୬(ଓଡିଶା ଡଟ କମ୍) ଆମ ପରିବେଶ ଓ ଜଳବାୟୁ ପରିବର୍ତନ ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଖଡିଆଳ ମହାବ୍ୟିାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଗତ ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ଏହି ସମ୍ମିଳନୀର ବହୁ ପୁର୍ବରୁ ଚିହ୍ନିତ ଓ ଆମନ୍ତ୍ରିତ ପରିବେଶବିତ୍, ଅଧ୍ୟାପକ, ଅଧ୍ୟାପିକା, ସାମାଜିକ କର୍ମୀ, ସାମ୍ବାଦିକ, ଲେଖକ ବୃନ୍ଦ କରିଥିଲେ ।

ଆମ ପରିବେଶ ଓ ଜଳବାୟୁ ପରିବର୍ତନର କାରଣ, ଆଗକୁ ହେବାକୁ ଥିବା ଭୟାବହ ବାସ୍ତବ ଚିତ୍ର ଏବଂ ଏହାର ନିରାକରଣ ଦିଗର କାର୍ଯ୍ୟାବଳୀ ଉପରେ ଉପସ୍ଥିତ ଅତିଥିମାନେ ନିଜର ବକ୍ତବ୍ୟ ଉପସ୍ଥାନ କରିଥିଲେ ।

ସମ୍ମିଳନୀ ପାଇଁ ପଠାଇ ଥିବା ସମସ୍ତ ସଂପାଦନକୁ ଏକ ପୁସ୍ତିକା ଭାବରେ ପ୍ରକାଶ କରାଯାଇଛିି ସବିଶେଷ ବିବରଣୀକୁ ଏକ ପୁସ୍ତିକା ଭାବରେ ପ୍ରକାଶ କରିବାକୁ ନିଷ୍ପତି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜଳବାୟୁ ପରିବର୍ତନ, ପରିବେଶ, ମୁଖ୍ୟ ଖବର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version