Site icon Odisha.com

ଗାଧୂଆଘରେ ଖସିପଡ଼ି ସଂସ୍କୃତି ମନ୍ତ୍ରୀ ଆହତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
ବୁଧବାର ଗାଧୂଆଘରେ ଖସିପଡ଼ି ଆହତ ହୋଇଛନ୍ତି ।

ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ନିର୍ବାଚନ ପରିପ୍ରେକ୍ଷୀରେ ସେ ଭଦ୍ରକ ଆସି ନୂଆ ବଜାରସ୍ଥିତ ଘରେ ବିଶ୍ରାମ ନେଇଥିଲେ ଏବଂ ସ୍ନାନ ପାଇଁ ଗାଧୂଆଘରକୁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version