Site icon Odisha.com

ପୂଜା ପୁନିଅଁ-୨୦୧୨

ଜାନୁୟାରୀ ୩ତାରିଖ-ଶାମ୍ବ ଦଶମୀ
ଜାନୁୟାରୀ୧୫ତାରିଖ-ମକର ସଂକ୍ରାନ୍ତିି
ଜାନୁୟାରୀ୨୩ତାରିଖ-ନେତାଜୀଙ୍କ ଜୟନ୍ତୀ
ଜାନୁୟାରୀ୨୬ତାରିଖ-ସାଧାରଣତନ୍ତ୍ର ଦିବସ
ଜାନୁୟାରୀ୨୮ତାରିଖ-ଶ୍ରୀ ପଂଚମୀ,ସରସ୍ୱତୀ ପୂଜା,ଶ୍ରୀ ମନ୍ଦିରେ ବସନ୍ତୋତ୍ସବ
ଜାନୁୟାରୀ୩୦ତାରିଖ-ମାଘ ସପ୍ତମୀ
ଫେବୃୟାରୀ୨ତାରିଖ-ସୁଦଶା ବ୍ରତ
ଫେବୃୟାରୀ୬ତାରିଖ-ମହାପୁରୁଷ ମହମ୍ମଙ୍କ ଜନ୍ମଦିବସ
ଫେବୃୟାରୀ୭ତାରିଖ-ଯୋରନ୍ଦା ମେଳା ଓ ଅଗ୍ନ୍ୟୁତ୍ସବ
ଫେବୃୟାରୀ୧୭ତାରିଖ-ପଙ୍କୋଦ୍ଧାର ଏକାଶୀ
ଫେବୃୟାରୀ୨୦ତାରିଖ-ଶିବରାତ୍ର୍ରୀ(ଜାଗର)
ମାର୍ଚ୍ଚ୮ତାରିଖ-ଦୋଳ ପୂର୍ଣ୍ଣିମା ଏବଂ ଶ୍ରୀ ଚୈତନ୍ୟବେଙ୍କ ଜନ୍ମୋତ୍ସବ
ମାର୍ଚ୍ଚ୯ତାରିଖ-ହୋଲି ଉତ୍ସବ
ମାର୍ଚ୍ଚ୩୧ତାରିଖ-ଶ୍ରୀ ଲିଙ୍ଗରାଜ ଦେବଙ୍କ ଅଶୋକାଷ୍ଟମୀ ଯାତ୍ରା
ଅପ୍ରେଲ୧ତାରିଖ-ଉତ୍କଳ ଦିବସ,ଶ୍ରୀ ରାମ ନବମୀ
ଅପ୍ରେଲ୬ତାରିଖ-ଗୁଡ଼୍ ଫ୍ରାଇଡ଼େ
ଅପ୍ରେଲ୧୩ତାରିଖ-ମହାବିଷୁବ ସଂକ୍ରାନ୍ତି,ହନୁମାନଙ୍କ ଜୟନ୍ତୀ
ଅପ୍ରେଲ୨୪ତାରିଖ-ଅକ୍ଷୟ ତୃତୀୟା,ଚନ୍ଦନ ଯାତ୍ରା ଆରମ୍ଭ
ମଇ୧ତାରିଖ-ଶ୍ରମିକ ଦିବସ
ମଇ୨୦ତାରିଖ-ସାବିତ୍ରୀ ବ୍ରତ
ମଇ୨୫ତାରଖ-ଶିବ ବିବାହ
ମଇ୨୭ତାରିଖ-ଶ୍ରୀମନ୍ଦିରେ ଶୀତଳ ଷଷ୍ଠୀ
ଜୁନ୍୪ତାରିଖ-ଦେବସ୍ନାନ ପୂର୍ଣ୍ଣିମା
ଜୁନ୍୧୪ତାରିଖ-ପହିଲି ରଜ
ଜୁନ୍୧୫ତାରିଖ-ରଜ ସଂକ୍ରାନ୍ତି
ଜୁନ୍୧୯ତାରିଖ-ନେତ୍ରୋତ୍ସବ
ଜୁନ୍୨୦ତାରିଖ-ନବଯୌବନ ଦର୍ଶନ
ଜୁନ୍୨୧ତାରିଖ-ଶ୍ରୀ ଗୁଣ୍ଡିଚା(ରଥଯାତ୍ରା)
ଜୁନ୍୨୯ତାରିଖ-ବାହୁଡ଼ା ଯାତ୍ରା
ଜୁଲାଇ୧ତାରିଖ-ଶ୍ରୀଜୀଉଙ୍କ ସୁନାବେଶ
ଅଗଷ୍ଟ୧ତାରିଖ-ରକ୍ଷା ବନ୍ଧନ
ଅଗଷ୍ଟ୨ତାରିଖ-ଗହ୍ମା ପୂର୍ଣ୍ଣିମା
ଅଗଷ୍ଟ୯ତାରିଖ-ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଅଗଷ୍ଟ୧୫ତାରିଖ-ସ୍ୱାଧୀନତା ଦିବସ
ଅଗଷ୍ଟ୨୦ତାରିଖ-ଇଦୁଲ-ଫିତର୍
ସେପ୍ଟେମ୍ବର୫ତାରିଖ-ଗୁରୁ ଦିବସ
ସେପ୍ଟେମ୍ବର୧୬ତାରିଖ-ବିଶ୍ୱକର୍ମା ପୂଜା
ସେପ୍ଟେମ୍ବର୧୯ତାରିଖ-ଗଣେଷ ପୂଜା
ସେପ୍ଟେମ୍ବର୨୦ତାରିଖ-ନୂଆଖାଇ
ସେପ୍ଟେମ୍ବର୩୦ତାରିଖ-ଭାଗବତ ଜନ୍ମ
ଅକ୍ଟୋବର୨ତାରିଖ-ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ
ଅକ୍ଟୋବର୮ତାରିଖ-ଦ୍ୟୁତବାହନ ଓଷା ଓ ମୂଳାଷ୍ଟମୀ
ଅକ୍ଟୋବର୧୫ତାରିଖ-ମହାଳୟା ଅମାବାସ୍ୟା
ଅକ୍ଟୋବର୨୦ତାରିଖ-ତପଃ ଷଷ୍ଠୀ ଓ ତ୍ରିିନାତ୍ମକ ସପ୍ତମୀ ପୂଜା
ଅକ୍ଟୋବର୨୧ତାରିଖ-ପୀଠେ ମହାଷ୍ଟମୀ
ଅକ୍ଟୋବର୨୨ତାରିଖ-ପୀଠେ ମହାନବମୀ
ଅକ୍ଟୋବର୨୩ତାରିଖ-ପୀଠେ ବିଶ୍ରାମ
ଅକ୍ଟୋବର୨୪ତାରିଖ-ଦଶହରା
ଅକ୍ଟୋବର୨୫ତାରିଖ-ପାପାଙ୍କୁଶା ଏକାଶୀ,ଭଷାଣୀ ଯାତ୍ରା
ଅକ୍ଟୋବର୨୬ତାରିଖ-ଇଦୁଲଜୁହା
ଅକ୍ଟୋବର୨୯ତାରିଖ-କୁମାରୋତ୍ସବ,ଗଜଲକ୍ଷ୍ମୀ ପୂଜା
ଅକ୍ଟୋବର୩୦ତାରିଖ-କାର୍ତିକ ବ୍ରତ ଆରମ୍ଭ
ନଭେମ୍ବର୧୩ତାରିଖ-ପୟାଶ୍ରାଦ୍ଧ,ଅମାବାସ୍ୟା,ଶ୍ୟାମାକାଳୀ ପୂଜା ଓ ଦୀପଦାନ
ନଭେମ୍ବର୧୫ତାରିଖ-ଯମ ଓ ଭାତୃଦ୍ୱିତୀୟା
ନଭେମ୍ବର୧୭ତାରିଖ-ନାଗ ଚତୁର୍ଥୀ
ନଭେମ୍ବର୨୨ତାରିଖ-ଅଁଳା ନବମୀ,ମାର୍ଗଶୀର ପ୍ରଥମ ଗୁରୁବାର ଓ ଶ୍ରୀ ରାଧାଙ୍କ ପାଦ ଦର୍ଶନ
ନଭେମ୍ବର୨୫ତାରିଖ-ମହରମ
ନଭେମ୍ବର୨୬ତାରିଖ-ବଡ଼ ଓଷା
ନଭେମ୍ବର୨୮ତାରିଖ-ରାସ ପୂର୍ଣ୍ଣିମା,ବାଲିଯାତ୍ରା
ନଭେମ୍ବର୨୯ତାରିଖ-ଛାଡ଼ଖାଇ
ଡ଼ିସେମ୍ବର୭ତାରିଖ-ପ୍ରଥମାଷ୍ଟମୀ,କାଂଜିଅଁଳା ନବମୀ
ଡ଼ିସେମ୍ବର୨୫ତାରିଖ-ଯୀଶୁଖ୍ରୀଷ୍ଟଙ୍କ ଜନ୍ମ(ବଡ଼ଦିନ)
ଡ଼ିସେମ୍ବର୨୭ତାରିଖ-ମାଣବସା ଗୁରୁବାର ଶେଷ
ଡ଼ିସେମ୍ବର୨୯ତାରିଖ-ଦାଣ୍ଡ ପହଁରା ଓ ବାଟଓଷା
ଡ଼ିସେମ୍ବର୩୧ତାରିଖ-ପଠାଣି ସାମନ୍ତଙ୍କ ଜୟନ୍ତୀ

ଏହି ତଥ୍ୟ କୋହେନୂର ପଂଜିକା ଓ ସରକାରୀ କ୍ୟାଲେଣ୍ଡର ରୁ ସଂଗୃହୀତ

Exit mobile version