Site icon Odisha.com

ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ର ପୂର୍ବତନ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ବିହାରରୁ ରାଜ୍ୟସଭା ପ୍ରାର୍ଥୀ କରିଛି ।

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପ୍ରଧାନଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ପ୍ରଥମ ଓଡ଼ିଆ ଭାବେ ସେ ଅନ୍ୟ ଏକ ରାଜ୍ୟରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି ।

ଦଳର ସାଧାରଣ ସଂପାଦକ ଥିବା ପ୍ରଧାନଙ୍କୁ ବିଧାନସଭା ନିର୍ବାଚନସମୟରେ ବିହାରର ଦ।ୟିତ୍ୱ
ଦିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version