• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପର୍ଯ୍ୟଟକ ଅପହରଣ: ମାଓବାଦୀଙ୍କ ଦ୍ୱାରାତିନି ମଧ୍ୟସ୍ଥି ନିଯୁକ୍ତ

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଇଟାଲୀୟ ନାଗରିକଙ୍କ ମୁକ୍ତି ନିମନ୍ତେ ସରକାରଙ୍କ ସହ ଆଲୋଚନା ପାଇଁ ସୋମବାର ରାତିରେ ମାଓବାଦୀମାନେ ତିନି ଜଣ ମଧ୍ୟସ୍ଥିଙ୍କ ନାମ ଘୋଷଣା କରିଛନ୍ତି ।

ଏହି ମଧ୍ୟସ୍ଥିଙ୍କ ମଧ୍ୟରେ ଅଛନ୍ତି ମାଓ ଆନ୍ଦୋଳନର ଅନ୍ୟତମ ପଥପ୍ରଦର୍ଶକ ନାରାୟଣ ସାନ୍ୟାଲ୍, ବିଶ୍ୱପ୍ରିୟ କାନୁନ୍ଗୋ ଓ ଦଣ୍ଡପାଣି ମହାନ୍ତି । ସାନ୍ୟାଲ ବର୍ତମାନ ଝାଡ଼ଖଣ୍ଡର ଜେଲରେ ଅଛନ୍ତି ।

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିବା ପରେ ମାଓବାଦୀମାନେ ମଧ୍ୟସ୍ଥିଙ୍କ ନାମ ଘୋଷଣା କରିଛନ୍ତି ।

ଗତ ବର୍ଷ ଅପହୃତ ମାଲକାନଗିରି ଜିଲ୍ଲାପାଳଙ୍କ ମୁକ୍ତି ପାଇଁ ମଧ୍ୟ ଦଣ୍ଡପାଣି ମହାନ୍ତି ମଧ୍ୟସ୍ଥି ହୋଇଥିଲେ ।

ଇଟାଲୀୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଓ କ୍ଲାଉଡ଼ିଓ କୋଲାଞ୍ଜେଲୋ ପୁରୀର ସନ୍ତୋଷ ମହାରଣା ଏବଂ କାର୍ତିକ ପରିଡ଼ାଙ୍କ ସହ ଗତ ୧୨ ତାରିଖରେ ଚାରିଦିନ ପାଇଁ କନ୍ଧମାଳ ଯାଇଥିଲେ ।

୧୪ ତାରିଖ ସକାଳେ ସେମାନେ ଏକ ନୀ କୂଳରେ ବସିଥିବା ବେଳେ କିଛି ଲୋକ ବନ୍ଧୁକ ଧରି ସେଠାରେ ପହଞ୍ଚିଥିଲେ । ଏହି ଲୋକମାନେ ସେମାନଙ୍କ ହାତ ବାନ୍ଧି ବୋ ସହ ଆଖିରେ କପଡ଼ା ବାନ୍ଧି ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

କିନ୍ତୁ ମାଓବାଦୀମାନେ ଗତ ୧୬ ତାରିଖରେ କାର୍ତିକ ଏବଂ ସନ୍ତୋଷଙ୍କୁ ମୁକ୍ତ କରିେଇଥିବା ବେଳେ
ଇଟାଲୀୟ ପର୍ଯ୍ୟଟକ ଦ୍ଵୟଙ୍କୁ ଅଟକ ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ, ପର୍ଯ୍ୟଟକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version