• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାରବାଟୀରେ ଆଇପିଏଲ୍ ମ୍ୟାଚ୍ ପାଇଁ ବ୍ୟାପକ ସୁରକ୍ଷା

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ରବିବାର କଟକ ବାରବାଟୀ ଷ୍ଟାଡ଼ିୟମରେ ହେବାକୁ ଥିବା ଆଇପିଏଲ୍ କ୍ରିକେଟ୍ ମ୍ୟାଚ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମ୍ୟାଚ ପାଇଁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ସନ୍ଧାନୀ କୁକୁର, ବିସ୍ଫୋରଣ ନିରୋଧି ସ୍କ୍ୱାର୍ଡ଼, ଓଡ଼୍ରାଫ୍ ଟିମ୍ ଓ କୁଇକ ରିଆକ୍ସନ୍ ଟିମ୍କୁ ନିୟୋଜିତ କରାଯାଇଛି ।

ତିନି ଶହ ପୋଲିସ ଅଫିସରଙ୍କୁ ସୁରକ୍ଷା ତଦାରଖ ପାଇଁ ନିୟୋଜିତ କରାଯାଇଥିବା ବେଳେ ଷ୍ଟାଡ଼ିୟମ ଭିତରକୁ ଦର୍ଶକ ଖାଦ୍ୟ ସାମଗ୍ରୀ ଓ ପାଣି ପାଉଚ ଆଣିବା ଉପରେ କଟକଣା ଜାରି କରାଯାଇଛି ।

ଷ୍ଟାଡ଼ିୟମ ଭିତରେ ଓ ବାହାର ସହ ଖେଳାଳୀମାନେ ଅଭ୍ୟାସ ପାଇଁ ଭୁବନେଶ୍ୱରରୁ କଟକ ଆସି ଅଭ୍ୟାସ ଶେଷ କରି ଭୁବନେଶ୍ୱର ଫେରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜଷର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ମ୍ୟାଚ ଆରମ୍ଭର ଚାରି ଘଂଟା ପୂର୍ବରୁ ସହରରେ ଟ୍ରାଫିକ୍ କଟକଣା ଜାରି କରାଯିବ । ବାରବାଟୀରେ ଅପ୍ରେଲ ୨୨ ଏବଂ ମଇ ୨ରେଦୁଇଟି ମ୍ୟାଚ ଅନୁଷ୍ଠିତ ହେବ ।

ଡେକାନ୍ ଚାର୍ଜର୍ସ ଓ କୋଲ୍କାତା ନାଇଟ୍ ରାଇଡ଼ର୍ସ ଦଳ ଶୁକ୍ରବାର ଭୁବନେଶ୍ୱରରେ ପହଂଚିଛନ୍ତି । ଉଭୟ ଦଳ ଆଜି ବାରବାଟୀରେ ଅଭ୍ୟାସ କରିବେ । ରବିବାର ରାତି ଆଠଟାରେ ମ୍ୟାଚ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଟକ, ବାରବାଟୀ ଷ୍ଟାଡିୟମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version