• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୋର୍ଟ ପରିସରରୁ ଦୁଇ ବିଚାରଧିନ କଏଦୀ ଫେରାର୍

May 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଜେଲର ଦୁଇ ଜଣ କଏଦୀଙ୍କୁ ରାଉରକେଲା ଫାଷ୍ଟଟ୍ରାକ କୋର୍ଟକୁ ହାଜର ପାଇଁ ଅଣାଯାଇଥିବା ବେଳେ ସେମାନେ ଫେରାର୍ ହୋଇଯାଇଥିବା ପୋଲିସ କହିଛି ।

ସକାଳେ ୪୯ଜଣ କଏଦୀଙ୍କ ସହ ଏମାନଙ୍କୁ ଏକ ବସ୍ ଯୋଗେ ଫାଷ୍ଟଟ୍ରାକ କୋର୍ଟକୁ ଅଣାଯାଇଥିଲା ।
ସେଠାରେ ୮ଜଣ କଏଦୀଙ୍କ ସହ କୋର୍ଟ ବାରଣ୍ଡାରେ ବସିଥିବା ବେଳେ ଉଭୟେ ବାଥରୁମ ଯିବାକୁ କହି ଫେରାର୍ ହୋଇଯାଇଥିଲେ ।

ଗାଡ଼ି ଚୋରି ଅଭିଯୋଗରେ ପୋଲିସ ନିକଟରେ ସେମାନଙ୍କୁ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରନ ଅଞ୍ଚଳରୁ ଗିରଫ କରିଥିଲା । ଫେରାର ଦୁଇ କଏଦୀ ହେଲେ ପୁତନ ଆନ୍ସାରୀ ଓ ସାଜି ଆନ୍ସାରୀ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଫେରାର୍ କଏଦୀଙ୍କୁ ଠାବ କରାଯାଇ ନାହିଁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଉରକେଲା, ସୁନ୍ଦରଗଡ଼

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version