Site icon Odisha.com

ଅଷ୍ଟମ ପର୍ଯ୍ୟନ୍ତ ପାସ୍-ଫେଲ୍ ପ୍ରଚଳନ ଦାବିରେ ବିକ୍ଷୋଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୪(ଓଡ଼ିଶା ଡ଼ଟ୍ କମ୍) ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍-ଫେଲ୍ ବ୍ୟବସ୍ଥାର ପୁନଃ ପ୍ରଚଳନ ।ବିରେ ଗୁରୁବାର ଅଲ୍ ଇଣ୍ଡିଆ ଡ଼ିଏସ୍ଓ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରର୍ଶନ କରାଯାଇଛି ।

ଡ଼ିଏସ୍ଓ ପକ୍ଷରୁ ଏକ ପ୍ରତିନିଧି ଳ ରାଜଭବନ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ।ବିପତ୍ର ପ୍ରାନ କରିଛନ୍ତି । ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବା ସଭାରେ ଅଲ୍ ଇଣ୍ଡିଆ ଡି.ଏସ୍.ଓର ସର୍ବଭାରତୀୟ କାର୍ଯ୍ୟକାରୀ କମିଟି ସସ୍ୟ ଅଶୋକ ମିଶ୍ର ଓ ଅନ୍ୟମାନେ ବକ୍ତବ୍ୟ ରଖିଥିଲେ ।

ଶିକ୍ଷା ଅଧିକାର ଆଇନ- ୨୦୦୯ର ଏକ ଅଂଶଭାବେ ବାର୍ଷିକ ପରୀକ୍ଷା ବା ପାସ୍-ଫେଲ୍ ବ୍ୟବସ୍ଥା ଉଚ୍ଛେ ହେବା ଯୋଗୁଁ ପରୀକ୍ଷାର ତାଗି୍ରେ ପିଲାମାନେ ଯେତିକି ବି ପଢୁଥିଲେ ଏବଂ ଶିକ୍ଷକମାନେ ପଢାଉଥିଲେ, ତାହା ଆଉ ସମ୍ଭବ ହେଉ ନାହିଁ ବୋଲି ବକ୍ତାମାନେ କହିଛନ୍ତି ।

ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଧ୍ୟ ଧୂଳିସାତ୍ ହୋଇଯାଇଛି । ପରୀକ୍ଷାମୁକ୍ତ ତଥାକଥିତ ‘ପିଲାମାନେ ନିଜେ ନିଜେ ପଢି ଜାଣିବା’ ପଦ୍ଧତି ପ୍ରାଥମିକ ଶିକ୍ଷାକୁ ପିଲାଖେଳରେ ପରିଣତ କରିଛି ଏବଂ ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣ ବୃଦ୍ଧି ପାଉଛି, ସେମାନେ କହିଛନ୍ତି ।

ତେଣୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍-ଫେଲ୍ ବ୍ୟବସ୍ଥାର ପୁନଃ ପ୍ରଚଳନ ।ବିରେ ଅଲ୍ ଇଣ୍ଡିଆ ଡିଏସ୍ଓ କ୍ରମାଗତ ଆନେ୍ଦାଳନ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଶିକ୍ଷା ଅଧିକାର ଆଇନ-୨୦୦୯ ପ୍ରଣୟନ ହେବା ପୂର୍ବରୁ ଜନମତ ସୃଷ୍ଟି କରିବା ଉଦେ୍ଦଶ୍ୟରେ ବ୍ୟାପକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଅଧ୍ୟାପକ, ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା ।

କେତେକଙ୍କୁ ବା୍ େଇ ପ୍ରାୟ ସମସ୍ତେ ପାସ୍-ଫେଲ୍ ବ୍ୟବସ୍ଥା ଉଚ୍ଛେ ବିରୁଦ୍ଧରେ ମତାମତ େଇଥିଲେ
ା ଏହା ପରେ ବିଭିନ୍ନ ସ୍ତରରେ ଗଣ କନ୍ଭେନ୍ସନ୍ ଓ ଛାତ୍ର ବିକ୍ଷୋଭର ଆୟୋଜନ କରାଯାଇଥିଲା ବୋଲି କୁହାଯାଇଛି ।

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍-ଫେଲ୍ ବ୍ୟବସ୍ଥାର ପୁନଃ ପ୍ରଚଳନ ।ବିରେ ‘ସାରା ଭାରତ ।ବି ିବସ’ ଉପଲକ୍ଷେ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ଏହି ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଗାମୀଦିନରେ ଆନେ୍ଦାଳନକୁ ବ୍ୟାପକ କରିବାକୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କୁ ଆହ୍ୱାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version