Site icon Odisha.com

ରଥଯାତ୍ରା ପାଇଁ ୬୦ଟି ସ୍ୱତନ୍ତ୍ର ଟ୍ରେନ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧୪(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଭିଡ଼କୁ ୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ଆନ୍ଧ୍ରପ୍ରଶେରୁ ପୁରୀକୁ ୬୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି

ଏହାସହ ସଂଧ୍ୟା ର୍ଶନ, ବାହୁଡ଼ା ଯାତ୍ରା ଏବଂ ସୁନା ବେଶ ସମୟରେ ମଧ୍ୟ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ଗୁରୁବାର କୁହାଯାଇଛି ।

ଏହି ଟ୍ରେନ୍ ଗୁଡ଼ିକ ବିଶାଖାପାଟନମ୍, ପଲ୍ସା, କଟକ, କେନ୍ଦୁଝର, ପାରାୀପ, ଭଦ୍ରକ, ବ୍ରହ୍ମପୁର, ଗୁଣୁପୁର ଓ ସମ୍ବଲପୁରରୁ ପୁରୀକୁ ଚଳାଚଳ କରିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version