Site icon Odisha.com

୨୩ରେ ନର୍ଥ ଆମେରିକାରେ ରଥଯାତ୍ରା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନର୍ଥ ଆମେରିକା, ଜୁନ୍ ୧୯(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୩ ତାରିଖ ଶନିବାର ନର୍ଥ ଆମେରିକାର ମୁରୁଗାନ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭ୍ର ଓ ବେୀ ଶୁଭ୍ରାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ରଥଯାତ୍ରା କମିଟି ପକ୍ଷରୁ କୁହାଯାଇଛି ।

ମନ୍ଦିର ପରିସରରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଜଗନ୍ନାଥ ଭଜନ ସହ ପୂଜା କାର୍ଯ୍ୟ କରାଯିବ ଏବଂ ପହଣ୍ଡି ବିଜେ, ନଡ଼ିଆ ଭଙ୍ଗା ଏବଂ ରଥ ଟଣା ୫ଟାରେ ଆରମ୍ଭ ହୋଇ ୭ଟା ପର୍ଯ୍ୟନ୍ତ ଚାଲିବ ।

ଏହାପରେ ସଂଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ମହାପ୍ରସା ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରଥଯାତ୍ରା ଉସôବ ସଂପନ୍ନ ହେବ ଏବଂ ଜୁଲାଇ ୧ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

ରଥଯାତ୍ରା ଉସôବରେ ପ୍ରସିଦ୍ଧ ଜଭନ କଣ୍ଠଶିଳ୍ପୀ ଅରବିନ୍ଦ ମୁୁଲି, ଯୁକ୍ତରାଷ୍ଟ୍ର ଆମେରିକାର ସିନେଟର ବେଞ୍ଜାମିନ ଏଲ୍. ଗାର୍ଡ଼ିନ, ମେରୀଲ୍ୟାଣ ଲେଫ୍ଟନାଂଟ ଗଭର୍ନର ଏନ୍ଥୋନି ଜି.ବ୍ରାଉନ୍, ମେରୀଲ୍ୟାଣ୍ଡ ଷ୍ଟେଟ ସିନେଟର ୁଗଲାସ୍ ପିଟରସ୍ ପ୍ରମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version