Site icon Odisha.com

କୋରାପୁଟ: ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଜୁନ୍ ୨୨(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ମାଓ ଉପ୍ରୁତବୈପାରୀଗୁଡ଼ା ବ୍ଲକ୍ର ରାମଗିରି ଓ ଏହାରଆଖପାଖ ଅଂଚଳରେ ଥିବା ଜଙ୍ଗଲରେ ଏସ୍ଓଜି ଯବାନମାନେ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ପୋଲିସ ଶୁକ୍ରବାର କହିଛି ।

ଯବାନମାନେ ଜଙ୍ଗଲ ମଧ୍ୟରୁ ଏକ ଡିଜିଟାଲ କ୍ୟାମେରା, ଟେଲିସ୍କୋପ୍, ଶେୀ ବନ୍ଧୁକ, ମାରଣାସ୍ତ୍ର, ବିଦୁ୍ୟତ୍ ତାର ଓ କିଛି ଖା୍ୟ ପାର୍ଥ ଉଦ୍ଧାର କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version