Site icon Odisha.com

ଧାମରା: ଶେର ପ୍ରଥମ ଜୈବିକ ଶୌଚାଳୟ ଉ୍ଘାଟିତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଧାମରା, ଜୁନ୍ ୨୪(ଓଡ଼ିଶା ଡ଼ଟ୍ କମ୍) ଶେର ପ୍ରଥମ ଜୈବିକ ଶୌଚାଳୟ ଭଦ୍ରକ ଜିଲ୍ଲା ଧାମରା ଠାରେ ରବିବାର ଉଦଘାଟିତ ହୋଇଛି ।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶଙ୍କ ଉପସ୍ଥିତିରେ କେନ୍ଦ୍ର ସାର, ରସାୟନ ଓ ପରିସଂଖ୍ୟାନ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହାର ଉ୍ ଘାଟନ କରିଥିବା ବେଳେଏହି ପ୍ରକଳ୍ପକୁ ରମେଶ ‘ବାପୁ’ଙ୍କ ନାମରେ ଅଭିହିତ କରି ଏହାକୁ ସାରା ଶେରେ ପରିଚିତ କରିବାକୁ କହିଛନ୍ତି ।

ବାପୁ ଯେପରି ସମାଜରୁ କୁସଂସ୍କାର, ଅସ୍ପୃଶ୍ୟତା ହଟାଇ ସ୍ୱଚ୍ଛ ସମାଜ ଗଠନ ପାଇଁ ସ୍ୱପ୍ନ ଖେିଥିଲେ, ଏହି ଜୈବିକ ପାଇଖାନା ଯି ଶେସାରା ପ୍ରଚଳିତ ହୁଏ ତେବେ ବାପୁଙ୍କର ଆଶା କିଛି ମାତ୍ରାରେ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି ।

ବାପୁଙ୍କନାମରେ ଏହି ଜୈବିକ ପାଇଖାନାକୁ ନାମିତ କରିବାକୁ ସେ ଡିଆର୍ଡିଓ ବୈଜ୍ଞାନିକମାନଙ୍କୁ ପରାମର୍ଶ େଇଛନ୍ତି ।

ଏହାର ଜ୍ଞାନକୌଶଳ ନିମନ୍ତେ ମିଳିତ ଭାବେ ଡିଆରଡିଏ ଓ ଏଫ୍ଆଇସିସିଆଇ ପକ୍ଷରୁ ପୂର୍ବରୁ ଆକ୍ସେଲେରେଟ୍ ଟେକ୍ନୋଲୋଜି ଆସେସ୍ମେଂଟ ଆଣ୍ଡ କମର୍ସିଆଲାଇଜେସନ୍ ଯୋଜନାରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଡିଆରଡିଓ ଦ୍ୱାରାବିଘଟନ ଘଟାଇବା ଫଳରେ ଏଥିରୁ ମିଥେନ୍ ଗ୍ୟାସ୍ ସୃଷ୍ଟି ହେବ । ଏହା ରୋଷେଇରେଜାଳେଣି ଭାବେ ବ୍ୟବହୃତ ହୋଇପାରିବ । ବାଇଓ ଡାଇଜେଷ୍ଟର କୌଶଳରେ କାର୍ଯ୍ୟକରୁଥିବା ବାଇଓ ଶୌଚାଳୟକୁ ଆବଶ୍ୟକତା ଅନୁଯାୟୀ ନିର୍ମାଣ କରାଯିବା ସହିତ ଏହା ସାଧାରଣଲୋକଙ୍କ ବ୍ୟବହାର ଉପଯୋଗୀମଧ୍ୟ ହୋଇ ପାରିବ ।

ବିଘଟନ ପରେ ଏଥିରୁ ବାହାରୁ ଥିବା ଅବଶିଷ୍ଟାଶଂ ସମ୍ପୂର୍ଣ୍ଣ ଗନ୍ଧହୀନ ଓ ନିରାପ ଯାହାକୁ ବଗିଚା ଓ ଜଳସେଚନରେବ୍ୟବହାର କରାଯାଇ ପାରିବ ।

ଡିଆରଡିଓ ଦ୍ୱାରାଉଦ୍ଭାବିତ ବିଭିନ୍ନ ଜ୍ଞାନକୌଶଳକୁ ସାଧାରଣଲୋକଙ୍କ ନିକଟରେ ପହଂଚାଇବା ଏହି ଯୋଜନାର ଲକ୍ଷ୍ୟ ।ଏହି କୌଶଳ ଗ୍ୱାଲିୟର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଏଷ୍ଟାବ୍ଲିସ୍ମେଂଟ ଏବଂ ତେଜପୁର ସ୍ଥିତ ଡିଫେନ୍ସ ରିସର୍ଚ୍ଚ ଲାବୋରେଟୋରୀ ଦ୍ୱାରାଉଦ୍ଭାବିତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version