Site icon Odisha.com

ମୋକଦ୍ଦମା ଶୂନ୍ୟ ଗାଁକୁ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୫(ଓଡ଼ିଶା ଡ଼ଟ୍ କମ୍) ବିବା ବା ମୋକଦ୍ଦମା ଶୂନ୍ୟ ଗ୍ରାମକୁ ସରକାର ଏକ ଲକ୍ଷ ଟଙ୍କା ପୁରସ୍କାର ବୋକୁ ନିଷ୍ପତି ଗ୍ରହଣ କରିଛନ୍ତି ।

ଏହି ଭଳି ପ୍ରତିବର୍ଷଦୁଇଟି ଲେଖାଏଁ ଗ୍ରାମକୁ ମନୋନୀତ କରାଯାଇ ପୁରସ୍କାର ପ୍ରାନ କରାଯିବ । ଆଇନ ବିଭାଗର ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋନ କରିଛନ୍ତି ।

କୋର୍ଟ କଚେରୀରେ ମୋକଦ୍ଦମା ସଂଖ୍ୟା ହ୍ରାସ କରିବା ଏବଂ ଗ୍ରାମଗୁଡ଼ିକୁ ବିବା ଶୂନ୍ୟ କରିବା ପାଇଁ ଆଇନ ବିଭାଗ ଏଭଳି ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛି । ଗାଁ ବିବା ଗାଁରେ ତୁଟାଇବା ଏବଂ କୋର୍ଟ କଚେରୀକୁ ନନେବା ପାଇଁ ସରକାର ଏହି ପକ୍ଷେପ ଗ୍ରହଣ କରିଛନ୍ତି ।

ଏହାଦ୍ୱାରାଗାଁ ଗହଳିର ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ ଏବଂ କୋର୍ଟ କଚେରୀରେ ମୋକଦ୍ଦମା ସଂଖ୍ୟାହ୍ରାସ ପାଇବ । ଏଭଳି ଗ୍ରାମକୁ ପ୍ରଥମେ ତାଲୁକ ସ୍ତରରେ ମନୋନୀତ କରାଯିବ । ତାପରେ ତାଲୁକର ପ୍ରସ୍ତାବ ଜିଲ୍ଲା ସ୍ତରୀୟ କମିଟିକୁ ଆସିବ ।

ଜିଲ୍ଲା ସ୍ତରୀୟ କମିଟିର ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ଯାଂଚ କରିବେ ଏବଂ ଯାଂଚ ପରେ ମୋକଦ୍ଦମା ଶୂନ୍ୟ ଗ୍ରାମ ବୋଲି ଘୋଷଣା କରାଯିବ । ପ୍ରତିବର୍ଷ ଏକ ସ୍ୱତନ୍ତ୍ର ଉସôବରେ ମୁଖ୍ୟମନ୍ତ୍ରୀ ଏହି ବିବା ଶୂନ୍ୟ ଗ୍ରାମକୁ ପୁରସ୍କାର ପ୍ରାନ କରିବେ । ପୁରସ୍କାର ରାଶିକୁ ପଂଚାୟତରେ ଜମା ରଖାଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version