Site icon Odisha.com

ପ୍ରଥମ ୨୦ ଜଣଙ୍କ ମଧ୍ୟରେ ବରପାଲିର ବିନୀତ ଦାଶ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରପାଲି, ଜୁନ୍ ୨୮(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବରପାଲି ସରସ୍ୱତୀ ଶିଶୁ ବି୍ୟା ମନ୍ଦିରର ଛାତ୍ରୀ ବିନୀତ କୁମାର ଦାଶ ୫୭୧ ମାର୍କ ରଖି ଓଡିଶାରେ ୧୩ ନମ୍ବର ସ୍ଥାନରେ ରହିଛନ୍ତି ।

ସେ ବରପାଲି ନିକଟସ୍ଥ ଗୋପାଇପାଲି ଗ୍ରାମର ଅସିତ ଦାଶ ତଥା ସ୍ୱର୍ଗିୟା ମିତାରାଣୀଙ୍କ ଏକମାତ୍ର ପୁତ୍ର । ସେ ଇଂରାଜୀ ବିଷୟରେ ଅଧିକ ୩/୪ ମାର୍କ ରଖିବେ ବୋଲି ଆଶା କରୁଥିଲେ ଏବଂ ତାହା ହୋଇଥିଲେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥାଆନ୍ତେ ବୋଲି କହିଛନ୍ତି ।

ଆବଶ୍ୟକ ହେଲେ ପୁନଃ ମୁଲ୍ୟାଙ୍କନ କରି ପାରନ୍ତି ବୋଲି ସେ କହିଛନ୍ତି । ଭବିଷ୍ୟତରେ କୌଣସି ଇଂଜିନିୟରିଂ ବିଭାଗରେ ଶିକ୍ଷକତା କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ଏହା ସହ ସେ ବର୍ଷସାରା ଆୌ ଟ୍ୟୁସନ୍ କିମ୍ବା କୋଚିଂ କରିନଥିବା କହିଛନ୍ତି ।

ସ୍ୱର୍ଗିୟା ମାତା ମିତାରାଣି, ପିତା ଅସିତ ।ଶଙ୍କ ଆଶିର୍ବା ସହିତ ବରପାଲି ଶିଶୁ ବି୍ୟାମନ୍ଦିରର ଗୁରୁଜୀ, ଗୁରୁମା ମାନଙ୍କ ପ୍ରଚେଷ୍ଟା ତଥା ଭଗବାନଙ୍କ କରୁଣା ଯୋଗୁଁ ଏହି ସଫଳତା ମିଳିଥିବା ସେ କହିଛନ୍ତି । ତାଙ୍କ ସଫଳତାରେ ସଂପୃକ୍ତ ଅଂଚଳରେ ଆନନ୍ଦ ଖେିଳିଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version