Site icon Odisha.com

ଚାଳକବିହୀନ ଲକ୍ଷ୍ୟର ବ୍ୟବହାରିକ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ଆଜି ମଧ୍ୟାହ୍ନ ୧୨ଘ.୧୫ ମି.ସମୟରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇ.ଟି.ଆର) ଲଞ୍ଚ ପ୍ୟାଡ୍ରୁ ଚାଳକ ବିହୀନ ଲକ୍ଷ୍ୟ ପରୀକ୍ଷଣ ହୋଇ ଯାଇଛି ।

ପୂବରୁ ପ୍ରତିରକ୍ଷା ବିଭାଗ ଓ ସେନାବାହିନୀ ପକ୍ଷରୁ ବହୁବାର ଏହାର ପରୀକ୍ଷଣ କରାଯାଇଛି । ଗୁରୁବାରଦିନ ଏହି ପରୀକ୍ଷଣ ସମୟରେ ସେନା ବିଭାଗର ବହୁ ବରିଷ୍ଠ ଅଧିକାରୀ ସମେତ ଡିଆରଡିଓର କେତେକ ବୈଜ୍ଞାନିକ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version