• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କନ୍ଧମାଳ ଦଙ୍ଗା ତଦନ୍ତ ସରିବ କେବେ ?

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍:ଗୋଲଖ ଚନ୍ଦ୍ର ଦାସ

ଫୁଲବାଣୀ, ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍)-୨୦୦୭ କନ୍ଧମାଳ ଦଙ୍ଗା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ତଦନ୍ତ କିମିଶନ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ରେ ସରିବ । ଏବେ ତଦନ୍ତ କାର୍ଯ୍ୟ ଅଧାରେ ରହିଛି ।

କେବେ ସରିବ ଜଣା ପଡୁନାହିଁ । ଅପର ପକ୍ଷରେ କମିଶନଙ୍କ କାର୍ଯ୍ୟକାଳ ପୁର୍ନବାର ବୃଦ୍ଧି କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଛି । ଆହୁରି ୫୦ରୁ ଉର୍ଦ୍ଧ୍ୱ ସରକାରୀ ଓ ବେସରକାରୀ ସାକ୍ଷାଙ୍କ ଶୁଣାଣି ବାକି ରହିଛି ।

ବର୍ତମାନ ୪ ବର୍ଷ ବିତିଗଲାଣି । ୨୦୦୮ ଜାନୁୟାରାରେ ନିଯୁକ୍ତି ପାଇଥିଲେ ଏହି କମିଶନର । ବର୍ତ୍ତମାନ ୪୧୪ ଜଣ ବ୍ୟକ୍ତି କମିଶନଙ୍କ ନିକଟରେ ହାଜର ହୋଇ ସାକ୍ଷ୍ୟ ଦେଇ ସାରିଲେଣି ।

ଫୁଲବାଣି, ଜି ଉଦୟଗିରି, ବାଲିଗୁଡା ଓ କଟକରେ ୫୭ ଥର ଶୁଣାଣି କରିଛନ୍ତି । ସରକାରୀ ପଦସ୍ଥ ଅଫିସର, ସାଂସଦ, ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ ସରିଲାଣି ।

ଏହି ମାମଲାରେ ୪୩ ଜଣ ସରକାରୀ ଅଫିସର ଓ ୪୮୧ ଜଣ ସାଧାରଣ ଲୋକ ସତ୍ୟପାଠ ଦାଖଲ କରିଛନ୍ତି । ତେବେ ଆଗେର ନିର୍ବାଚନ ଥିବାରୁ ସରକାର ନିଶ୍ଚିତ ଭାବେ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବେ ।

ନଚେତ ନିର୍ବାଚନ ପୂବରୁ ରିପୋର୍ଟ ପ୍ରକାଶ ପାଇଲେ ତଦନ୍ତ ରିପୋର୍ଟକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି ଓ ସରକାର କାଳେ ଅଡୁଆରେ ପଡି ଯିବେ ସେଥିପାଇଁ ସରକାର ଥରେ ନୁହେଁ ଆଉ କେତେଥର ମଧ୍ୟ ସମୟ ସୀମା ବୃଦ୍ଧି କରି ପାରନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version