ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)-ଗୁରୁବାର ଏକ ଚାରିିଦିନିଆ ଓଡିଶା ଗ୍ରସ୍ତରେ ଭୁଟାନ୍ର ପ୍ରଧାନମନ୍ତ୍ରୀ ଲିଓନଚେନ ଜଗମୀ ୱାଇ ଥିନଲେ ଓଡିଶା ଆସୁଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଂକ ସହ ସାକ୍ଷାତ କରିବାର ଯୋଜନା ରହିଛି ।
ଏଥି ସହିତ କିଟ୍ରେ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସମାବତର୍ନ ଉତ୍ସବରେ ଯୋଗବୋ ସଗେଂ ସଗେଂ କିସ ବିଶ୍ୱବିଦ୍ୟାଳୟ ଏବଂ କିସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଚାରିିଦିନିଆ ଗସ୍ତ ଭିତରେ ସେ ଓଡିଶାର ଦର୍ଶନୀୟ ସ୍ଥାନ କୋଣାର୍କ, ଧଉଳି, ପୁରୀ ପ୍ରଭୃତି ପରିଦର୍ଶନ କରିବେ ।
ଓଡ଼ିଶା ଡ଼ଟ୍ କମ୍