Site icon Odisha.com

ପୁଣି ଏକ ମାଈ ହାତୀର ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)-ଖଲିକୋଟ ରେଞ୍ଜ ଅର୍ନ୍ତଗତ ଏକ ଗ୍ରାମ ନିକଟରେ ରବିବାର ଦିନ ଦୁଇଟି ହାତୀ ମୃତ ଦେହ ଠାବ କରାଯାଇଛି ।

ଖଲିକୋଟ ରେଞ୍ଜ ଅର୍ନ୍ତଗତ କନଖାଇ ଗ୍ରାମ ନିକଟରେ ମାଈ ହାତୀ ଓ ତାର ଛୁଆ ହାତୀର ମୃତ ଦେହ ଠାବ କରାଯାଇଛି । ବିଦ୍ୟୁତ ଆଘାତରୁ ହାତୀର ମୃତ୍ୟୁ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ଯାଇଛି ।

ସୂଚନାଯୋଗ୍ୟ ଯେ ଗତକାଲି ଭଞ୍ଜନଗର ବନଖଣ୍ଡରେ ବିଦ୍ୟୁତ ଆଘାତରେ ଦୁଇ ହାତୀ ଓ ଗୋଟିଏ ବାରହା ମୃତ୍ୟୁବରଣ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version