Site icon Odisha.com

ଚିଟଫଣ୍ଡ ମାମଲା: ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଗିରଫ

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ଅକ୍ଟୋବର ୩୧ (ଓଡିଶା ଡଟ କମ) ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଶୁକ୍ରବାର ଘଣ୍ଟାବ୍ୟାପୀ ଜେରା ପରେ ଚିଟ ଫଣ୍ଡ ମାମଲାରେ ଗିରଫ କରିଛି।

 ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତ୍ରିପାଠୀଙ୍କ ଅର୍ଥ ତତ୍ଵ ଗ୍ରୁପ ସହ ସମ୍ପୃକ୍ତ ଥିବା ଅ।ପତତ ପ୍ରମାଣ ମିଳିଛି। ତ୍ରିପାଠୀ ବିଧାନସଭାରେ ବାଙ୍କି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ଵ  କରୁଛନ୍ତି । ଗିରଫର କିଛି ସମୟ ପରେ ବିଜେଡି ତାଙ୍କୁ ଦଳରୁ ସସପେଣ୍ଡ କରିଥିବା ଘୋଷଣା କରିଛି।

ଅଗଷ୍ଟରେ ସିବିଆଇ ତ୍ରିପାଠୀଙ୍କ ବାଙ୍କି ଏବଂ କଟକ ରେ ଥିବା ଘର ଉପରେ ଚଢଉ କରି ବହୁ ଗୁରୁତ୍ଵପୂର୍ଣ କାଗଜପତ୍ର ଜବତ କରିଥିଲା

ଓଡିଶା ଡଟ କମ

Exit mobile version