• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ତଲସାରୀ ବିକାଶ ପାଇଁ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ

April 24, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୨୪ (ଓଡିଶା ଡଟ କମ) ବାଲେଶ୍ଵର ଜିଲ୍ଲାର ତଳସାରୀ ବେଳାଭୂମି ଅଞ୍ଚଳର ବିକାଶ ପାଇଁ ତଳସାରୀ, ଚନ୍ଦନେଶ୍ଵର, ଓ ଭୂଷଣ୍ଡେଶ୍ଵର ଅଞ୍ଚଳକୁ ନେଇ ସରକାର ଏକ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ ବ ସ୍ପେଶାଲ ପ୍ଲାନିଂ ଅଥରିଟି ଗଠନ କରିବେ ।

talasariମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି ଅଞ୍ଚଳର ୩୬ଟି ଗାଁକୁ ନେଇ ଏହା ଗଠନ କରାଯିବ । ବାଲେଶ୍ଵର ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ ଓ ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ଏହାର ସଦସ୍ୟ ସଚିବ ରହିବେ ।

ପର୍ଯ୍ୟଟନ ବିକାଶର ଅଭିଜ୍ଞତା ଥିବା ଏକ ସଂସ୍ଥାକୁ ଏହି ଅଞ୍ଚଳର ମାଷ୍ଟର ପ୍ଳାନ ବିକାଶ ପାଇଁ ଦାୟିତ୍ଵ ଦିଆଯିବା ପାଇଁ ଏହି ବୈଠକରେ ସ୍ଥିର ହୋଇଛି । ପର୍ଯ୍ୟଟନ ବିକାଶ ପାଇଁ ଏକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଇଉନିଟ ଗଠନ କରାଯିବା ସହ ହୋଟେଲ ଶିଳ୍ପର ଅଭିବୃଦ୍ଧି, ବେଳାଭୂମି ଆଲୋକୀକରଣ, ରାସ୍ତା, ଉପକୂଳ ସୁରକ୍ଷା ଆଦି କାର୍ଯ୍ୟକ୍ରମ ଉପରେ ବୈଠକରେ ଗୁରୁତ୍ଵ ଆରୋପ କରଯାଇଥିଲା ।

ଓଡିଶା ଡଟ କମ

What's Your Reaction?

  • AngryAngry
    0
    Angry
  • CryCry
    0
    Cry
  • CuteCute
    0
    Cute
  • LOLLOL
    0
    LOL
  • LoveLove
    0
    Love
  • OMGOMG
    0
    OMG
  • WTFWTF
    0
    WTF
News Bureau
News Bureau

Filed Under: ପର୍ଯଟନ Tagged With: ଆଲୋକୀକରଣ, ଉପକୂଳ ସୁରକ୍ଷା, ବାଲେଶ୍ଵର, ବେଳାଭୂମି, ରାସ୍ତା

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)