• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ର

February 10, 2018 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୧୦ ଫେବୃଆରୀ (ଓଡ଼ିଶା ଡ଼ଟ୍ କମ୍) ଗୋଲଡ଼େନ ଟ୍ରାଏଙ୍ଗଲ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ଵର ଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଚାରିଦିନିଆ ତୃତୀୟ ଗୋଲଡ଼େନ ଟ୍ରାଏଙ୍ଗଲ ଚଳଚିତ୍ର ଉତ୍ସବରେ ପ୍ରଦର୍ଶିତ ହେଉଛି ମୋଟ ୪୬ ଦେଶର ଚଳଚିତ୍ର ।

ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏହି ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ପୋଲିସ କମିଶନର ୱା.ବି.ଖୁରାନିଆ,ଫିଲ୍ମ ନିର୍ଦ୍ଦେଶକ ରାଜଗୋପାଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଥମ ଦିନର ଉତ୍ସବରେ ତାଜାକିସ୍ଥାନ,ଇରାକ,ଇରାନ, ରୁଷିଆ ଆଦି ୧୦ଟି ଦେଶର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ରପ୍ରଥମେ “ଇଫ୍ ୟୁ ଆର୍ ଏ ୱିମେନ୍’ ଏବଂ ପରେ “ଏବି ଫିନିସ୍ କ୍ରିପ୍'”ଫୁଡ଼୍ ଆଜ୍ ଆଇ ୱିସ୍’ “ବାର୍ଥ ଡ଼େ’ ପରି ଚଳଚିତ୍ର ଦର୍ଶକ ଦେଖିବାକୁ ପାଇଥିଲେ ।

ଟ୍ରଷ୍ଟର ସଭାପତି ପ୍ରିୟରଂଜନ ସାହୁଙ୍କ ସୁଚନା ଅନୁସାରେ ଉତ୍ସବ ରେ ତାଜାକିସ୍ଥାନ, ଇରାକ, ଇରାନ, ରୁଷିଆ, ୟାକ୍ରେନ୍, କାନାଡ଼ା, ଆରମେନିଆ,ଉଜବେକିସ୍ଥାନ,ସାଉ ଦିଆରବ,ଆଫଗାନିସ୍ଥାନ,ଫିଲିପାଇନ୍ସ ଭଳି ଦେଶର ଚଳଚିତ୍ର ପ୍ରଦର୍ଶିତ କରାଯିବ ।

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ରଉତ୍ସବରେ ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର,ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର,ଶ୍ରେଷ୍ଠ ନିର୍ଦ୍ଦେଶକ ପରି ମୋଟ ୭ଟି ବିଭାଗରେ ପୁରସ୍କାର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଚାରି ଦିନିଆ ମହୋତ୍ସବରେ ୪୬ଟି ଦେଶର ଚଳଚିତ୍ରଉତ୍ସବର ପ୍ରଥମ ସନ୍ଧ୍ୟାରେ ଉତ୍ସବର ସଂପାଦିକା ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ସମେତ ଅନେକ ଚଳଚିତ୍ର ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଉସସ୍ଥିତ ଥିଲେ ।

ଏହି ଉତ୍ସବରେ “ବୃନ୍ଦା’,”ନିରୂପାୟ’,”ପେନ୍ସନ୍’ ଏବଂ “ଠିକଣା’ ପ୍ରଭୃତି ୪ଟି ଓଡ଼ିଆ ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ । ଏହାଛଡ଼ା ହିନ୍ଦୀ,ବଙ୍ଗଳା,ତାମିଲ୍ ଆଦି ଭାଷାରେ ପ୍ରସ୍ତୁତ ୬ଟି ଚଳଚିତ୍ର ପ୍ରଦର୍ଶିତ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଆ ଚଳଚିତ୍ର, ମନୋରଞ୍ଜନ Tagged With: ଚଳଚିତ୍ର

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version