ବାହାରିନରେ ଓଡିଆ ସମାଜ ଦ୍ୱାରା ରଥ ଯାତ୍ରାର ଆୟୋଜନ ଓଡିଶା ଡଟ କମ 7 years ago ବାହାରିନ (ଓଡିଶା ଡଟ କମ) ବାହାରିନରେ ରହୁଥିବା ପ୍ରବାସୀ ଓଡିଆ ପରିବାର ଇସ୍କନ ସହ ମିଶି ବାହାରିନରେ ଆସନ୍ତା ଜୁଲାଇ ୧୪ରୁ ଚାରି ଦିନ ବ୍ୟାପୀ ଆୟୋଜନ କରୁଛନ୍ତି ରଥ ଯାତ୍ରା । ବାହାରିନ ଓଡିଆ ସମାଜର ମହେଶ ପ୍ରସାଦ ଦାଶ ଓଡିଶା ଡଟ କମକୁ ଏହା ଜଣାଇ ଛନ୍ତି। ଓଡିଶା ଡଟ କମ ଓଡିଶା ଡଟ କମ