• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

Main Content

ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା

ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।

ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ

ଭୁବନେଶ୍ୱର, ଡିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍): ସହରୀକରଣ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସବୁଜ ବଳୟ ନଷ୍ଟ ହୋଇ ସାରିଥିବା ବେଳେ କ୍ୱଚିତ ଲୋକ ଏହାର ରକ୍ଷା ପାଇଁ ଆଗେଇ ଆସୁଛନ୍ତି । ଜଗତସିଂହପୁର ଜିଲ୍ଲାର ନୂଆଗାଁ, ଗଡକୁଜଙ୍ଗ ଓ ଢିଙ୍କିଆ ଅଞ୍ଚଳର ଜଙ୍ଗଲ ଜମି ଯେଉଁଠି ଶହ ଶହ ବର୍ଷ ଧରି ଲୋକେ ପାନ ଚାଷ ଓ ମାଛ ଧରି ଲୋକେ ଜୀବିକା ନିର୍ବାହ କରୁଥିଲେ ସେସବୁ ଅଞ୍ଚଳକୁ ସରକାର ପୋସ୍କୋ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରି … Read more

ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)

ଯେଉଁ ପିଲାମାନେ ଏହି ସ୍କୁଲରୁ ବାହାରୁ ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କିଛି ନା କାମ କରି ଗୁଜୁରାଣ ମେଣ୍ଟାଉଥିବା ରାଜେଶ୍ବରୀ ସୂଚନା ଦେଇଛନ୍ତି। ନୂଆପଡ଼ା ଭଳି ଜାଗାରେ ବିନା ସରକାରୀ ଅନୁଦାନରେ ଭିନ୍ନକ୍ଷମଙ୍କ ଲାଗି ଏଭଳି ଏକ ସ୍କୁଲ୍ ଚଳାଇବା କମ୍ କଷ୍ଟକର କଥା ନୁହେଁ, ତେବେ ତାକୁ କରି ଦେଖାଇଛନ୍ତି ଏହି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳକମାନେ।

ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି

ଓଡ଼ିଆ ଲୋକ ଚାହିଁଲେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ ବୋଲି ସେ କହିଥିଲେ ।

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

ମୋଗଲ ଓ ମରାଠା ମାନେ ରଥଯାତ୍ରା ସମୟରେ ଯାତ୍ରୀ ମାନଂକ ଠାରୁ ବିପୁଳ କର ଆଦାୟ କରୁଥିଲେ ।

ରାସ୍ତାକଡ଼ରେ ଗଛ ଲଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଅବସରପ୍ରାପ୍ତ ସାମରିକ କର୍ମଚାରୀ

ବ୍ୟସ୍ତବହୁଳ ଜୀବନରୁ ଟିକେ ସମୟ କାଢ଼ି ତାଙ୍କ ଭଳି ଗଛ ଲଗାଇ ନିଜ ପରିବେଶକୁ ରକ୍ଷା କରବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ବଡ଼ଦାଣ୍ଡରେ ରଥକାଠ ଅନୁକୂଳ, ମହାପ୍ରଭୁଙ୍କ ରଥ ନିର୍ମାଣର ପ୍ରଥମ ପରମ୍ପରା

ପୁରୀ, ଫେବ୍ରୁଆରୀ ୧୦(ଲୋକାଲ ୱାୟାର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରବିବାର ଶ୍ରୀପଞ୍ଚମୀ ଅବସରରେ ବଡ଼ଦାଣ୍ଡରେ ରଥ ନିର୍ମାଣର ପ୍ରଥମ ପରମ୍ପରା ସ୍ୱରୂପ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି । ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ୩ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହୋଇଥିଲା । ଚୂନପାଣିରେ ରଥଖଳାକୁ ପବିତ୍ର କରିବା ପରେ କାଠ ୩ଟିକୁ ମାଜଣା କରାଯାଇଥିଲା ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜଗୁରୁ … Read more

ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ‘ଜୟୀ ରାଜଗୁରୁ ଚେୟାର’ ପ୍ରତିଷ୍ଠା ହେଉ (ବିଚାର)

ଅନୁଗୁଳସ୍ଥିତ ଆଇଆଇଟି ପରିସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହ ବିଷୟରେ ଗଭୀର ଭାବେ ଗବେଷଣାକରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିବା ଏକ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ସେଥିପାଇଁ ଆଜି ଓଡିଶା ଗର୍ବିତ । ଏହାଦ୍ୱାରା ଆମର ବୀରତ୍ୱର କାହିଣୀ ଆମଦେଶର କୋଣେ ଅନୁକୋଣେ ପ୍ରସାରିତ ହେବା ସହିତ ସାରା ପୃଥିବୀକୁ ବ୍ୟାପିପାରିବ । ପାଇକ ବିଦ୍ରୋହ ୧୮୦୪ ମସିହାରୁ ଆରମ୍ଭ … Read more

ସାମ୍ବାଦିକ ଶାନ୍ତନୁ ବିଶ୍ଵାଳଙ୍କ ବିୟୋଗରେ ଆମେ ମର୍ମାହତ

ଲୋକପ୍ରିୟ ସାମ୍ବାଦିକ ଶାନ୍ତନୁ ବିଶ୍ଵାଳଙ୍କ ବିୟୋଗରେ ଓଡିଶା ଡଟ କମ ପରିବାର ମର୍ମାହତ । ଛାତ୍ର ରାଜନୀତି ପରେ ସାମ୍ବାଦିକତାକୁ ଆଦରିନେଇ ଥିବା ବିଶ୍ଵାଳ ଅନେକ ଦଶନ୍ଧି ଧରି ନିର୍ଭୀକତାର ସହ ପଶ୍ଚିମ ଓଡିଶାର ବିଭିନ୍ନ ଘଟଣାବଳୀ ସମ୍ପର୍କରେ ଲେଖି ଆସୁଥିଲେ ଓ ଅନେକ ଯୁବ ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ରହିଥିଲେ।  ଓଡିଶା ଡଟ କମ ପ୍ରତି ତାଙ୍କର ଅବଦାନ ବେଶ ଗୁରୁତ୍ଵପୂର୍ଣ । ତାଙ୍କର ବିୟୋଗ କେବଳ ଓଡିଶା ଡଟ କମ ପାଇଁ ନୁହେଁ, … Read more

ମହାନ ଜନନାୟକଙ୍କ ହୃଦୟରେ ଓଡିଶା

କେନ୍ଦ୍ରାପଡା ଜିଲ୍ଲାର କେଉଁ ଏକ ଅଜଣା ପଲ୍ଲୀ ଘିଗିଡିଆ । ଅଗଷ୍ଟ ୧୬ ତାରିଖ ସଂଧ୍ୟା ୫ ଘଟିକା ୩୫ ମିନିଟ ସମୟରେ ଆମେ ସେହି ଗାଁରେ ପହଁଚି ଥାଉ, ସେଠାରେ ଦେଖିଲୁ ଅଜବ ଦୃଶ୍ୟ । ଗାଁ ରୁ ସହରକୁ ସଂଯୋଗ କରୁଥିବା ସଡକ ଉପରେ ବସି ରହିଛନ୍ତି ପ୍ରାୟ କୋଡିଏରୁ ଉଦ୍ଧ୍ୱର୍ ବ୍ୟକ୍ତି । ସମସ୍ତଙ୍କ ମନ ଝାଉଁଳି ପଡିଛି । କାହାର ଆଖିରୁ ଲୋତକ ଝରି ପଡୁଛି,କିଏ ନିରବରେ ବସି ରହିଛନ୍ତି । … Read more

Primary Sidebar

RSS LATEST

  • ମଦୁଆ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
  • ଝାରସୁଗୁଡାରେ ଆଜିକାର ତାପମାତ୍ରା ୩୯ ଡିଗ୍ରୀ
  • ହୀରାକୁଦରେ ଆଜିକାର ତାପମାତ୍ରା ୩୯.୧ ଡିଗ୍ରୀ
  • ଭବାନୀପାଟଣାରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ଟିଟିଲାଗଡ଼ରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ସୋନପୁରରେ ଆଜିକାର ତାପମାତ୍ରା ୪୦.୩ ଡିଗ୍ରୀ
  • ନୟାଗଡରେ ଆଜିକାର ତାପମାତ୍ରା ୪୦ ଡିଗ୍ରୀ
  • ସୁନ୍ଦରଗଡ଼ରେ ଆଜିକାର ତାପମାତ୍ରା ୪୨ ଡିଗ୍ରୀ
  • ଭୁବନେଶ୍ୱରରେ ଆଜିକାର ତାପମାତ୍ରା ୩୫.୫ ଡିଗ୍ରୀ
  • ଜାନୁଆରୀ ଦରମା ନ ମିଳିବାରୁ ସୁରକ୍ଷା କର୍ମୀଙ୍କ ଧାରଣା