ଶ୍ରୀଜଗନ୍ନାଥ କେବଳ ଓଡ଼ିଆଙ୍କର ଆରାଧ ଦେବତା ନୁହନ୍ତି ,ସେ ହେଉଛନ୍ତି ବିଶ୍ବବାସୀଙ୍କର ଭରସାର ପ୍ରତୀକ, ଚେତନାର ନିଦର୍ଶନ । କେଉଁ ଆବାହମାନ କାଳରୁ ଓଡିଶାର ସଂସ୍କୃତି ପରମ୍ପରା ଓ ଆବେଗ ସହ ଜଗନ୍ନାଥଙ୍କର ଲୀଳାଖେଳାରନିବିଡ ସମ୍ପର୍କ ରହିଛି । ଏ କଥା କଳନା କରିବା ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ । ଛୋଟ ଛୁଆଟିଏ ଏରୁଣ୍ଡି ପାରିହୋଇ ଯେତେବେଳେ ବିଦ୍ୟାଳୟକୁ ଯାଏ ସେଠାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଭଜନ ପ୍ରାର୍ଥନା ଆକାରରେ ବୋଳା ହେବା ବେଳେ […]
Main Content

ବିଷ୍ଣୁପଦ ସେଠୀଙ୍କ ଅନୁବାଦ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା”ର ଉନ୍ମୋଚନ
ମଣିଷ ଅସୀମ । କବିତ।ରେ ସେହି ଅସୀମତ।କୁ ଆହ୍ବାନ କରୁଥିବା ଚେତନା ଥିଲେ ହିଁ ମଣିଷର ପ୍ରତିଟି ପ୍ରାଣକୁ ସଞ୍ଚରି ଥାଏ । ବରିଷ୍ଟ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଅନୁଦିତ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା” ପୁସ୍ତକ ରେ ସେହି ଅସୀମ ସ୍ଵର ସ୍ପଷ୍ଟ ବାରିହୋଇ ପାରିଛି ବୋଲି ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ଭୀମଭୋଇ – ମା’ ଅନ୍ନପୂର୍ଣ୍ଣା
ର୍ବରୁ ଭୀମଭୋଇ ଜଣେ ଲୋକକବି ଭାବରେ ନିଜ ଅଞ୍ଚଳରେ ପ୍ରତିଷ୍ଠା ପାଇପାରିଥିଲେ । ଏହା ପରେ ସେ ହେଲେ ମହିମା ଧର୍ମର ଆଦିକବି, ସନ୍ଥକବି ଏବଂ ଜୀବନ୍ତ ଦେବତା ।

ସାମାଜିକ ସଶକ୍ତିକରଣର ପ୍ରତୀକ: ଦ୍ରୌପଦୀ ମୁର୍ମୁ
ପାରିବାରିକ ତଥା ବ୍ୟକ୍ତିଗତ ଦୁଃସ୍ଥିତିକୁ ଧୈର୍ୟର ସହ ସହ୍ୟ କରି ଏହି ଦୃଢ ମନ ମହିଳାଙ୍କ ଏକନିଷ୍ଠ ସାଧନା ,କର୍ତ୍ତବ୍ୟନିଷ୍ଠା ,ଓ ଦେଶ ତଥା ଜାତି ପ୍ରତି ସମର୍ପିତ ସାଧନା କିଭଳି ଜଣେ ସାଧାରଣ ବ୍ୟକ୍ତିକୁ ଉତ୍କର୍ଷର ଚରମ ସୀମାରେ ପହଂଚାଇଦେଇପାରେ ତାହାର ଏକ ଉଦାହରଣ ଭାବରେ ଆଜି ସମସ୍ତଙ୍କ ସାମ୍ନାରେ ଉଭା ହୋଇଛନ୍ତି ଶ୍ରୀମତୀ ମୁର୍ମୁ !

ଓଡ଼ିଶାରେ ବିଦ୍ୟାଳୟ(ଶିକ୍ଷା) ରୂପାନ୍ତରୀକରଣ :-ଏକ ଆଲେଖ୍ୟ
ସମାନ ସରକାରୀ ସୁବିଧା ସୁଯୋଗ ପ୍ରଦାନ ମାଧ୍ୟମରେ ଗୋଟିଏ ଅନୁଷ୍ଠାନ କୁ କେତେ ଉତ୍କର୍ଷ ଗଠନ କରାଯାଇପାରେ ତାହାର ଏକ ଏକ ମାଇଲ ଖୁଣ୍ଟ ଏହି ସବୁ ବିଦ୍ୟାଳୟ ।

ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଲେଖିବା ପାଇଁ ସାମ୍ବାଦିକଙ୍କୁ ଫେଲୋସିପ
ସେ “ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି” ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ । ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ । ଫେଲୋସିପ ଅର୍ଥ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ବହନ କରିବେ ।

ଉନ୍ନୟନ ମୂଳକ କାର୍ଯ୍ୟ, ଭିତ୍ତିଭୂମି ଗଠନ ଓ ପର୍ଯ୍ୟଟନ ଓଡ଼ିଶା ବିକାଶର ଚାବି କାଠି
ଦୃଶ୍ୟକୁ ଆସୁନଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାମାନେ କିଛି ଅଧିକ ସୁବିଧା ସୁଯୋଗ ପାଇବା ଦରକାର । ଏଭଳି ବିଦ୍ୟାଳୟଗୁଡ଼ିକରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ଲାଭ କରିଛନ୍ତି ।

କେବଳ ସରକାର ବଦଳରେ ଓଡ଼ିଶାର କୌଣସି ପରିବର୍ତ୍ତନ ଘଟିବ ନାହିଁ
କେବଳ ସେତିକି ନୁହେଁ ,ଅନ୍ୟ ଏକ ଦିନ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଜଳ ରାଜ୍ୟମାନଙ୍କ ପାଇଁ ୨୪ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କଲେ । କିନ୍ତୁ ଓଡ଼ିଶା ପାଇଁ କହିଲେ ,ପଇସା କଣ ଗଛରେ ଫଳୁଛି ।

ଡ଼େରାପଥରବାସୀଙ୍କ ପାଇଁ ମୋର ଚିନ୍ତା:ମାଓବାଦୀଙ୍କ କବଳରୁ ଫେରିଥିବା ଶିକ୍ଷକ
ମୁଁ ଯେଉଁଠି ରୁହେଁ ସେ ଗାଁର ନାଁ ହେଲା କେରଦା ପାଲି । ସେଠାରୁ ସ୍କୁଲର ଦୂରତା ହେଲା ୧୨କିଲୋମିଟର । ପ୍ରତିଦିନ ସାଇକେଲ ଯୋଗେ ଆବଡ଼ା ଖାବଡ଼ା ରାସ୍ତା ଦେଇ ମୁଁ ସ୍କୁଲକୁ ଯାଇଥାଏ ।ଉକ୍ତ ସ୍କୁଲରେ ଡ଼େରାପଥର ସହ ଆଖପାଖ ତିନୋଟି ଗ୍ରାମର ପ୍ରାୟ ଚାଳିଶ ଜଣ ପିଲା ପଢନ୍ତି ବୋଲି, ଧଳ କହନ୍ତି ।

କୃଷି ସମସ୍ୟା ର ସମାଧାନ କରିପାରିବ ଓଡ଼ିଶାର ବିକାଶ
“ମୁଁ ଏକ କୃଷକ ପରିବାର ରୁ ଆସିଛି । ମୋର ପରିବାରର ଲୋକ ମାନଙ୍କର କୃଷି ପ୍ରତି ସମର୍ପଣ ମତେ ଏକ ବହୁତ ବଡ଼ କୃଷକ ଭାବେ ନିଜକୁ ଗଢି ତୋଳିବାର ସ୍ୱପ୍ନ ପ୍ରଦାନ କରିଛି’’
LATEST
- Jindal Steel & Power Celebrates 75th Independence Day
- ଏଫ୍ଆଇଭିବି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀକୁ ନାଗରିକ ସମ୍ବର୍ଦ୍ଧନା
- Public Felicitation to Volleyball Fed Delegation in Sports City Bhubaneswar
- Thirty thousand KISS Students Celebrate Azadi Ka Amrit Mahotsav
- ଅଙ୍ଗଦାନ ମାଧ୍ୟମରେ ଜଣେ ବ୍ୟକ୍ତି ଆଠଟି ଜୀବନ ରକ୍ଷା କରିପାରିବ: କିମସ୍ ବିଶେଷଜ୍ଞ
- Through organ donation, a person can save eight lives: KIMS nephrologist
- ରେମାଳ ନାଳ ପୋଲ ଉପରେ ପାଣି
- ଭୁସ୍ଖଳନ ଯୋଗୁ ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ
- ଲଗାଣ ବର୍ଷାରେ ଗଛ ଉପୁଡି ରାଜପଥ ଅବରୋଧ
- ମହାନଦୀରେ ମଧ୍ୟମ ଧରଣର ବର୍ଷା ଆସୁଛି : ଏସଆରସି

ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା
ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।

ସବୁଜ ବଳୟ ଧ୍ୱଂସକୁ ନେଇ ଯୁବ ଚିତ୍ରଶିଳ୍ପୀଙ୍କ ଏକକ ପ୍ରଦର୍ଶନୀ
ଭୁବନେଶ୍ୱର, ଡିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍): ସହରୀକରଣ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସବୁଜ ବଳୟ ନଷ୍ଟ ହୋଇ ସାରିଥିବା ବେଳେ କ୍ୱଚିତ ଲୋକ ଏହାର ରକ୍ଷା ପାଇଁ ଆଗେଇ ଆସୁଛନ୍ତି । ଜଗତସିଂହପୁର ଜିଲ୍ଲାର ନୂଆଗାଁ, ଗଡକୁଜଙ୍ଗ ଓ ଢିଙ୍କିଆ ଅଞ୍ଚଳର ଜଙ୍ଗଲ ଜମି ଯେଉଁଠି ଶହ ଶହ ବର୍ଷ ଧରି ଲୋକେ ପାନ ଚାଷ ଓ ମାଛ ଧରି ଲୋକେ ଜୀବିକା ନିର୍ବାହ କରୁଥିଲେ ସେସବୁ ଅଞ୍ଚଳକୁ ସରକାର ପୋସ୍କୋ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରି […]

ଦିବ୍ୟାଙ୍ଗଙ୍କୁ ବଞ୍ଚିବାର ରାହା ଦେଖାଉଥିବା ଏକ ସ୍କୁଲର କାହାଣୀ (ବିଶେଷ)
ଯେଉଁ ପିଲାମାନେ ଏହି ସ୍କୁଲରୁ ବାହାରୁ ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କିଛି ନା କାମ କରି ଗୁଜୁରାଣ ମେଣ୍ଟାଉଥିବା ରାଜେଶ୍ବରୀ ସୂଚନା ଦେଇଛନ୍ତି। ନୂଆପଡ଼ା ଭଳି ଜାଗାରେ ବିନା ସରକାରୀ ଅନୁଦାନରେ ଭିନ୍ନକ୍ଷମଙ୍କ ଲାଗି ଏଭଳି ଏକ ସ୍କୁଲ୍ ଚଳାଇବା କମ୍ କଷ୍ଟକର କଥା ନୁହେଁ, ତେବେ ତାକୁ କରି ଦେଖାଇଛନ୍ତି ଏହି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳକମାନେ।

ଆଶା କରୁଛି ଭବିଷ୍ୟତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତାର ଶୀର୍ଷରେ ପହଞ୍ଚିବ: ରାଷ୍ଟ୍ରପତି
ଓଡ଼ିଆ ଲୋକ ଚାହିଁଲେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ ବୋଲି ସେ କହିଥିଲେ ।