ଓଡିଶା ଡଟ କମ ସଂବାଦ ଦାତା
ନୂଆ ଦିଲ୍ଲୀ, ମାର୍ଚ ୨୮ (ଓଡିଶା ଡଟ କମ) ଓଡିଶାର କବି ହଳଧର ନାଗ ଓ ପ୍ରସିଦ୍ଧ ଚଳଚିତ୍ର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କୁ ସୋମବାର ଏକ ଭବ୍ୟ ସମାରୋହରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି।
ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ହମିଦ ଆନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଓ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରୀ ଏମ.ଭେଙ୍କେୟା ନାଇଡୁ ପ୍ରମୂଖ ଉପସ୍ଥିତ ଥିଲେ ।
ଓଡିଶା ଡଟ କମ







ତାଙ୍କ ଧୈର୍ଯ୍ୟ, କାମ କରିବାର ପ୍ରବଳ ମାନସିକତା ଓ ଦୃଢ ଇଚ୍ଛା ଶକ୍ତି ସାମ୍ନାରେ ହାର ମାନିଛି ଜନ୍ମ ସମୟରୁ ରହିଆସିଥିବା ତାଙ୍କର ଏହି ଶାରୀରିକ ଅକ୍ଷମତା । ଆଇନରେ ଡିଗ୍ରୀ ତଥା ବିଜନେସ ମ୍ୟାନେଜମେଣ୍ଟରେ ଏକ ସାର୍ଟିଫିକେଟ କୋର୍ସ କରିଥିବା ୪୪ ବର୍ଷ ବୟସ୍କ ବିଶ୍ଵାଳଙ୍କ ଏହି କ୍ଷୁଦ୍ରଚଳଚିତ୍ର ‘ଡିଜାଏର’ ବା ‘ଇଚ୍ଛା’ର ସୁଟିଙ୍ଗ ନିକଟରେ କୋଣାର୍କ ଓ ଏହାର ଆଖପାଖରେ ସମ୍ପୂର୍ଣ ହୋଇଛି ।


ଦୀର୍ଘ ଚାରି ବର୍ଷର ପରିଶ୍ରମ ର ଫଳ ସ୍ୱରୂପ ଭୁବନେଶ୍ୱରର ପିକେ. ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ତଥା ଓଡିଶାର ଶ୍ରୀ ଅଶୋକଙ୍କ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚିତ୍ର ଏକ ଛୋଟ ପ୍ରେମ କାହାଣୀ ଉପରେ ଆଧାରିତ ।

ବଂକିମ୍ ଚନ୍ଦ୍ର ଚଟ୍ଟେ।ପାଧ୍ୟାୟ କୃତ ‘ବଂନ୍ଦେ ମାତରମ୍’ ଥିଲା ସୃଜନ ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି । ମାତୃଭୂମି ବନ୍ଦାପନାର ସ୍ତବକକୁ ଭେଟି ଦେଇଥିଲେ ନୃତ୍ୟ ଶିଳ୍ପୀ । ଏହାପରେ ଯୁଗ୍ଗ ଦ୍ଵୟ ପଲ୍ଲବୀରେ ନୃତ୍ୟ-ଗୀତ ଓ ବାଦ୍ୟର ଆଳ।ପକୁ ନେଇଆସିଥିଲେ ଯୁଗ୍ମଦ୍ଵନ୍ଦ ପଲ୍ଲବୀରେ ।
ମଞ୍ଚ ସଂଯେ।ଜନା କରିଥିଲେ ଡଃ ସାଧନା ଶ୍ରୀବାସ୍ତବ ଓ ଡଃ ମୃତ୍ୟୁଞ୍ଜୟ ରଥ । ପରିଚାଳନାରେ ଥିଲେ ଡ଼ଃ ସଂଗୀତା ଗେ।ସାଇଁ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଧିରେନ୍ଦ୍ର ନାଥ ମଲ୍ଲିକ ।




ରେ ସୋମବାର ପରଲୋକ ହୋଇଯାଇଛି ।
ଭୁବନେଶ୍ଵର ପୋଖରୀପୁଟ ଡିଏଭି ସ୍କୁଲରେ ନବମ ପଢୁଥିବା ୧୪ବର୍ଷୀୟା ଅନନ୍ୟାଙ୍କୁ କାର୍ଯ୍ୟକ୍ରମ ଆୟୋଜକ ବିଜୟୀ ଟ୍ରଫି ସହିତ ଦେଇଛନ୍ତି ମୋଟ ୨୫ ଲକ୍ଷ ଟଙ୍କାର ପୁରସ୍କାର ।