• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଇଫ୍କୋ କାରଖାନା

ଆଇଆଇଟି ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଲା ଇଫ୍କୋ

February 22, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାଦୀପ, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ପାରାଦୀପ ସ୍ଥିତ ଇଫ୍କୋ କାରଖାନାର ସାଇଲୋ ଛାତ ଭୁଷୁଡ଼ିବାର ପ୍ରକୃତ କାରଣ ଜାଣିବା ପାଇଁ କାରଖାନା କର୍ତୃପକ୍ଷ ରୁର୍କି ଆଇଆଇଟି ଇଂଜିନିୟର ଏବଂ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି ।

ଏହାସହ କାରଖାନାର କନ୍ଭେୟର ବେଲ୍ଟ ସିଷ୍ଟମର ନବୀକରଣ ପାଇଁ ସେମାନଙ୍କର ମତାମତ ଲୋଡ଼ିଛନ୍ତି । ଦୁଇଦିନ ବନ୍ଦ ରହିବା ପରେ ବୁଧବାର କାରଖାନାରେ ଉତ୍ପାଦନ କାମ ଆରମ୍ଭ ହୋଇଛି ।

ଏହାମଧ୍ୟରେ ଦିଲ୍ଲୀରୁ ଆସିଥିବା ବୈଷୟିକ କମିଟି ଇଫ୍କୋର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଜାହାଜରୁ କାରଖାନାକୁ କଂଚାମାଲ ପରିବହନ ପାଇଁ କନ୍ଭେୟର ବେଲ୍ଟର ନବୀକରଣ ବିଷୟରେ ପଚାରି ବୁଝିଛନ୍ତି ।

ଅନ୍ୟ ଉପାୟରେ କାରଖାନାକୁ କଂଚାମାଲ ପରିବହନ କରି ଉତ୍ପାଦନ କାମ ଆରମ୍ଭ କରାଯାଇଛି । ତେଣୁ ଏହାର ପାଂଚଟି ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି ବୋଲି ଇଫ୍କୋ ଉପାଧ୍ୟକ୍ଷ ବି.ଭି.ସୁରି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସୋମବାର କାରଖାନାରେ ସାଇଲୋ ଛାତ ଭୁଷୁଡ଼ି ୧୧ ଜଣ ଶ୍ରମିକ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଫ୍କୋ କାରଖାନା, ପାରାଦୀପ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ