• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଏଜେଣ୍ଟ

ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେ ପାଇଁ କମିଟି

August 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୦(ଓଡ଼ିଶା ଡ଼ଟ୍ କମ୍) ଯୋଗାଣ ବ୍ୟବସ୍ଥାରେ ଥିବା ଘରୋଇ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ସଂପର୍କରେ ଅନୁଧ୍ୟାନ ପାଇଁ ସରକାର ଏକ ସବ୍ କମିଟି ଗଠନ କରିଛନ୍ତି ।

ମଙ୍ଗଳବାର କଠିତ ଏହି ଛଅ ଜଣିଆ କମିଟିରେ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ଅଧ୍ୟକ୍ଷ ଭାବେନିଯୁକ୍ତ କରାଯାଇଥିବା ବେଳେ ଯୋଗାଣ ବିଭାଗ ଅତିରିକ୍ତ ସଚିବ, ଅର୍ଥ ପରାମର୍ଶଦାତା ତଥା ଯୁଗ୍ମ ସଚିବ,ନିଗମର ମହାପ୍ରବନ୍ଧକ, ମହାପ୍ରବନ୍ଧକ(ଅର୍ଥ) ଏବଂ କଟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସଦସ୍ୟ ରଖାଯାଇଛି ।

ଏ ସଂପର୍କରେ ଅନୁଧ୍ୟାନ କରି କମିଟି ଆସନ୍ତା ୨୨ ତାରିଖ ସୁଦ୍ଧା ରିପୋର୍ଟ ବୋକୁ କୁହାଯାଇଛି । ଆଠଟି ବିଷୟ ଉପରେ ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି ।

ପରିବହନ ଠିକ।ଦାର ମାନଙ୍କ ଜରିଆରେ ଡ଼ିଲରଙ୍କୁ ସାମଗ୍ରୀ ଯୋଗାଣରେ କଣ ଅସୁବିଧା ରହିଛି , କେଉଁ ରାସ୍ତାରେ ପରିବହନ କରାଯିବ, ଏଥିପାଇଁ କାହାକୁ ଉତ୍ତରାୟରୀ କରାଯିବ, ପରିବହନ ବାବଦରେ କେତେ ଖର୍ଚ୍ଚ ହେବ, ପରିବହନ ଠିକ।ଦାର ମାନଙ୍କ ଠାରୁ କେତେ ଟଙ୍କା ଅଗ୍ରୀମ ଭାବେ ଜମା ରଖାଯିବ ଇତ୍ୟାଦି ସଂପର୍କରେ କମିଟି ଅନୁଧ୍ୟାନ କରି ରିପୋର୍ଟ କୁହାଯାଇଛି ।

ଜଷ୍ଟିସ ୱାଧା କମିଶନଙ୍କ ସୁପାରିଶ ଅନୁସାରେ ପ୍ରତ୍ୟେକ ରାଜ୍ୟ ଘରୋଇ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏଜେଣ୍ଟ, ମୁଖ୍ୟ ଖବର, ସରକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ