• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କ୍ରାଇମ୍ ବ୍ରାଞ୍ଚ

ବିଧାୟକ ସୁବାସ ଗଣ୍ଡଙ୍କୁ ଜେରା କରିବ କ୍ରାଇମ୍ ବ୍ରାଞ୍ଚ

September 1, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୩୧(ଓଡିଶା ଡଟ୍ କମ୍)- ତତ୍କାଳୀନ ଉମରକୋଟ ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ ବିଧାୟକ ସୁବାସ ଗଣ୍ଡ, ବି.ବୁଜି ରାଓଙ୍କ ସମେତ ଅନ୍ୟ ମାନଙ୍କୁ ଜେରା କରିବ ବୋଲି ଏସପି ଦୁଃଶାସନ ରାଉତ କହିଛନ୍ତି ।

ଜଗବନ୍ଧୁ ମାଝୀଙ୍କର ହତ୍ୟା ଘଟଣାକୁ ଇତି ମଧ୍ୟରେ ୧୧ ମାସ ବିତିଯାଇଛିା କ୍ରାଇମ୍ ବ୍ରାଞ୍ଚ ନକ୍ସଲଙ୍କ ସଂପୃକ୍ତି କହିବା ପରେ ମାମଲା ଥଣ୍ଡା ପଡିଯାଇଥିଲା । ତେବେ ଜଗବନ୍ଧୁଙ୍କ ମାଁ ଗୋରିମଣି ମାଝି ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗ କୁ ନେଇ ଉମରକୋଟ ରାଜନୀତି ଚଳଚଞ୍ଚଳ ହୋଇଉଠିଛିା

ଏଠାରେ ଉଲ୍ଲେଖଯୋଗ୍ୟଯେ ବିଧାୟକ ମାଁ ଙ୍କ ଏତଲା ପରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ ବିଧାନସଭାରେ ପ୍ରସଙ୍ଗ ଉଠାଇ ପୁନଃତଦନ୍ତ ଦାବି କରିଥିଲୋ

ସ୍ୱର୍ଗତ ମାଝୀ ଏକ ସଭାରେ ଥିବାବେଳେ କେତେକ ଦୁର୍ବୁତ ଆସି ତାଙ୍କ ଉପରେ ଗୁଳି ଚଳାଇଥିଲେ ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଅଛିା ଉକ୍ତ ନିର୍ବାଚନ ମଣ୍ଡଳୀରେ ମାଝୀଙ୍କ ପରେ ସୁବାସ ଗଣ୍ଡ ନିର୍ବାଚିତ ହୋଇଛନ୍ତିା

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଉମରକୋଟ, କ୍ରାଇମ୍ ବ୍ରାଞ୍ଚ, ବିଧାନସଭା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ