• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କ୍ଷୁଦ୍ର ବିମାନ ଚଳାଚଳ

ରାଉରକେଲା-କଲିକତା ବିମାନ ସେବା ଖୁବଶୀଘ୍ର

November 23, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ଜାନୁୟାରୀ ମାସରୁ ରାଉରକେଲା-କଲିକତା ମଧ୍ୟରେ ୧୮ ସିଟ୍ ବିଶିଷ୍ଟ କ୍ଷୁଦ୍ର ବିମାନ ଚଳାଚଳ କରିବାକୁ ଡ଼େକାନ କମ୍ପାନୀ ସରକାରଙ୍କୁ ପ୍ରସ୍ତାବ ଦେଇଛି ।

ସରକାର ମଧ୍ୟ ଏହି ପ୍ରସ୍ତାବରେ ରାଜି ହେବା ସହ ଅନ୍ୟ ସହର ମଧ୍ୟରେ ବିମାନ ଚଳାଚଳ କରିବାକୁ କମ୍ପାନୀକୁ ପରାମର୍ଶ ଦେଇଛନ୍ତି ।

କମ୍ପାନୀ ଉପସଭାପତି କର୍ଣ୍ଣେଲ ଭି.ସି.ଯାଦବ ସୋମବାର ମୁଖ୍ୟ ଶାସନ ସଚିବ ବସଜୟ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଛନ୍ତି ।

ରାଉରକେଲା-କଲିକତା ମଧ୍ୟରେ ଚାଲିବାକୁ ଥିବା ଏହି ବିମାନରେ ନଅଟି ସିଟ୍ ରାଜ୍ୟ ସରକାରଙ୍କ ପାଇଁ ସଂରକ୍ଷଣ ରହିବ ଓ ପ୍ରତି ସିଟ୍ ର ମୂଲ୍ୟ ଛଅ ହଜାର ଟଙ୍କା ରଖାଯିବ ।

ଦ୍ଵୀତୀୟ ପର୍ଯ୍ୟାୟରେ ୪୮ ସିଟ୍ ବିଶିଷ୍ଟ ବିମାନ ଏହି ରୁଟ୍ ରେ ଚଳାଚଳ କରିବ ଓ ପରେ ଝାରସୁଗୁଡ଼ା-ଭୁବନେଶ୍ୱର ମଧ୍ୟରେ ଆଉ ଏକ ବିମାନ ଚଳାଚଳ କରିବ ବୋଲି ଯାଦବ ଗଣମାଧ୍ୟମକୁ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ଷୁଦ୍ର ବିମାନ ଚଳାଚଳ, ଗଣମାଧ୍ୟମ, ଭୁବନେଶ୍ୱର, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ