• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

"ଗଜାମୁଗ ଚାଟ୍

ଗଜାମୁଗ ଚାଟ୍

September 18, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଗଜାମୁଗ- ୧୦୦ ଗ୍ରାମ, ପିଆଜ କଟା-୧ଟା(ବଡ), ମିଠାତେନ୍ତୁଳି ଚଟଣୀ-୨ଚାମଚ(ବଡ), ଚାଟ ମସଲା-୧ଚାମଚ (ଛୋଟ), ଭଜା ବାଦାମ ମଞ୍ଜି-୨/୪ ଚାମଚ(ବଡ), କଳାଲୁଣ-୨ ଚାମଚ(ଛୋଟ), କଟା ଧନିଆପତ୍ର-ଅଳ୍ପକିଛି, ଆମ୍ବ କଷିଆ ଅଦା କଟା-୨ ଚାମଚ(ଛୋଟ), ଲେମ୍ବୁ ରସ- ୨ଚାମଚ(ଛୋଟ), କଟା କଞ୍ଚାଲଙ୍କା-୧ ଚାମଚ(ଛୋଟ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:

ପୂର୍ବ ରାତିରୁ ଗୋଟା ମୁଗକୁ ବତୁରାଇ ଗୋଟିଏ କପଡାରେ ବାନ୍ଧି ବାଟି ଭିତରେ ରଖି ଉପରେ ଢାଙ୍କୁଣି ଦେଇ ବନ୍ଦ କରି ରଖିଲେ ତା’ପରଦିନ ସକାଳୁ ଏହା ଗଜା ହୋଇଯିବ ।

ଗୋଟିଏ ବଡ ପାତ୍ରରେ ଗଜାମୁଗ ନିଅନ୍ତୁ । ଉପରେ ଦିଆଯାଇଥିବା ସମସ୍ତ ସାମଗ୍ରୀକୁ ଗଜା ମୁଗରେ ଭଲ ଭାବରେ ମିଶାନ୍ତୁ ।

ପରିବେଷଣ କରିବା ପୂର୍ବରୁ ଚାଟ ମସଲା ଓ କଟା ଧନିଆପତ୍ର ଉପରେ ପକାଇ ପରିବେଷଣ କରୁନ୍ତୁ ଗଜାମୁଗ ଚାଟ୍ ।

 

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: "ଗଜାମୁଗ ଚାଟ୍, ଆମ ରୋସେଇ ଘରୁ

“ଗଜାମୁଗ ଚାଟ୍”

September 2, 2007 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ଗଜାମୁଗ- ୧୦୦ ଗ୍ରାମ, ପିଆଜ କଟା-୧ଟା(ବଡ), ମିଠାତେନ୍ତୁଳି ଚଟଣୀ-୨ଚାମଚ(ବଡ), ଚାଟ ମସଲା-୧ଚାମଚ (ଛୋଟ), ଭଜା ବାଦାମ ମଞ୍ଜି-୨/୪ ଚାମଚ(ବଡ), କଳାଲୁଣ-୨ ଚାମଚ(ଛୋଟ), କଟା ଧନିଆପତ୍ର-ଅଳ୍ପକିଛି, ଆମ୍ବ କଷିଆ ଅଦା କଟା-୨ ଚାମଚ(ଛୋଟ), ଲେମ୍ବୁ ରସ- ୨ଚାମଚ(ଛୋଟ), କଟା କଞ୍ଚାଲଙ୍କା-୧ ଚାମଚ(ଛୋଟ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ:GajaMugaChart

ପୂର୍ବ ରାତିରୁ ଗୋଟା ମୁଗକୁ ବତୁରାଇ ଗୋଟିଏ କପଡାରେ ବାନ୍ଧି ଗିନା ଭିତରେ ରଖି ଉପରେ ଢାଙ୍କୁଣି ଦେଇ ବନ୍ଦ କରି ରଖିଲେ ତା ପର ଦିନ ସକାଳୁ ଏହା ଗଜା ହୋଇଯିବ ।

ଗୋଟିଏ ବଡ ପାତ୍ରରେ ଗଜାମୁଗ ନିଅନ୍ତୁ । ଉପରେ ଦିଆଯାଇଥିବା ସମସ୍ତ ସାମଗ୍ରୀକୁ ଗଜା ମୁଗରେ ଭଲ ଭାବରେ ମିଶାନ୍ତୁ ।

ପରିବେଷଣ କରିବା ପୂର୍ବରୁ ଚାଟ୍ ମସଲା ଓ କଟା ଧନିଆପତ୍ର ଉପରେ ପକାଇ ପରିବେଷଣ କରୁନ୍ତୁ ଗଜାମୁଗ ଚାଟ୍।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ଗଜାମୁଗ ଚାଟ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ