• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗୃହରକ୍ଷୀ ମହାସଂଘ

ରାଜ୍ୟବ୍ୟାପୀ ଗୃହରକ୍ଷୀ ମହାସଂଘର ଧାରଣା

January 1, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧(ଓଡିଶା ଡଟ୍ କମ୍)-ଦୈନିକ ଭତା ବୃଦ୍ଧି ଓ ଛଟେଇ ଗୃହରକ୍ଷୀଙ୍କ ପୁର୍ନ ନିଯୁକ୍ତ.,କଲ୍ୟାଣ ପାଂଠି ଗଠନ,ସୁରକ୍ଷା ଆଦି ଛଅ ଦଫା ଦାବିରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଡାକରା ଦେଇଛି ନିଖିଳ ଉତ୍କଳ ଗୃହରକ୍ଷୀ ବାହିନୀ ମହାସଂଘ ।

ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜ୍ୟର ପ୍ରାୟ ୧୮ ହଜାର ଗୃହରକ୍ଷୀ ।କଟକ ବକ୍ସିବଜାର ପୋଲିସ ଲାଇନ୍ ରେ ଏକଜୁଟ ହୋଇ ଆଲୋଚନା କରିଛନ୍ତି ଗୃହରକ୍ଷୀମାନେ । ନିଖିଳ ଉତ୍କଳ ଗୃହରକ୍ଷୀ ବାହିନୀ ଡାକରାରେ ରାଜ୍ୟର ସବୁ ପ୍ରାନ୍ତରେ ଗୃହରକ୍ଷୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ଧର୍ମଘଟ ଯୋଗୁଁ ଭୁବନେଶ୍ୱରରେ ଟ୍ରାଫିକ୍ ନିୟନ୍ତ୍ରଣ,ପିସିଆର ଭ୍ୟାନସେବା ଏବଂ ଅଫିସରଙ୍କ ଗାଡି ଚାଳନାରେ ବିଭ୍ରାଟ ହୋଇଛି । ସମ୍ବଲପୁର, ରାଉରକେଲା, ଜଗତସିଂପୁର,କଟକ,ବ୍ରହ୍ମପରୁ,ବାଲେଶ୍ୱର ଆଦି ବିଭିନ୍ନ ସହରରେ ସେମାନଙ୍କ ଅନୁପସ୍ଥିତ ଯୋଗୁ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖିନ ହେଇଛନ୍ତି ଜନସାଧାରଣ ।

ନିଖିଳ ଓଡିଶା ଗୃହରକ୍ଷୀ ମହାସଂଘର ସଭାପତି ସଂଜୟ ବେହେରା କହିଛନ୍ତି,ଯେପର୍ଯ୍ୟନ୍ତ ଆମର ଛଅ ଦଫା ଦାବୀ ପୁରଣ ନହୋଇଛି ସେପର୍ଯ୍ୟନ୍ତ ଆମେ ଆନ୍ଦୋଳନ କରିବୁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ଦୋଳନ, ଗୃହରକ୍ଷୀ ମହାସଂଘ, ଟ୍ରାଫିକ୍ ନିୟନ୍ତ୍ରଣ, ପିସିଆର ଭ୍ୟାନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ