• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜୈବିକ କୃଷି

ଉତ୍ପାଦନ ବୃଦ୍ଧି ପାଇଁ ଜୈବିକ କୃଷି ଜରୁରୀ: ମତ

October 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ତାଳଚେର, ଅକ୍ଟୋବର ୩୦(ଓଡ଼ିଶା ଡ଼ଟ୍ କମ୍) ବର୍ତମାନ ଚାଷର ଗୁଣାତ୍ମକମାନ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଜୈବିକ କୃଷି ଜରୁରୀ ବୋଲି ତାଳଚେର ଠାରେ ରବିବାର ଅନୁଷ୍ଠିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।

ରାସାୟନିକ ସାର ପ୍ରୟୋଗ ଦ୍ୱାରାମାଟିର ଉର୍ବରତାଦିନକୁଦିନ ହ୍ରାସ ପାଉଥିବା ବେଳେ କୃଷି କ୍ଷେତ୍ରରେ ଆଶନୁରୂପ ସଫଳତା ମିଳିପାରୁ ନାହିଁ, ତେଣୁ ଜୈବିକ କୃଷିର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ବକ୍ତାମାନେ କହିଛନ୍ତି ।

ଫ୍ଲାଇ ଆସ୍ ଯୋଗୁଁ କୃଷି କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟା ସଂପର୍କରେ ଦୁର୍ଗ ବିଶ୍ୱ ବ୍ୟିାଳୟର ପ୍ରଫେସର ଶିଖା ଶ୍ରୀବାସ୍ତବ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉ୍ବୋଧନ ଦେଇଥିଲେ ।

ଜୈବିକ କୃଷିର ଆବଶ୍ୟକତା, ଗୃହପାଳିତ ପଶୁ ମାନଙ୍କର ବର୍ଜ୍ୟବସ୍ତୁ, ଜିଆଖତ, ବାୟୋ ପେଷ୍ଟିସାଇଡ୍ ପ୍ରଭୃତିର ଉପଯୋଗିତା ଉପରେ ସେ ଆଲୋକପାତ କରିଥିଲେ  ଏହି କର୍ମଶାଳାରେ ତିନି ଶହରୁ ଉଦ୍ଧ୍ୱର୍ ଚାଷୀ, ଯୁବ ଉଦ୍ୟୋଗୀ , କୃଷିବିତ୍ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୈବିକ କୃଷି, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ