• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଧର୍ଷଣ

ଧର୍ଷଣ ଭିଡିଓ ମାମଲାରେ ସିବିଆଇ ଦ୍ଵାରା ଆଉ ଜଣେ ଗିରଫ

March 31, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର ୩୧ (ଓଡିଶା ଡଟ କମ) ବହୁଚର୍ଚିତ ଧର୍ଷଣ ଭିଡିଓ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ମଙ୍ଗଳବାର ଓଡିଶାରୁ ଆଉ ଜଣକୁ ଗିରଫ କରିଛି ।

ଗିରଫ ହୋଇଥିବା ବ୍ୟକ୍ତି ର ନାମ ହେଲା ଦେବାଶିଷ ଦେବ, ବୟସ ୩୦। ସେ ଭୁବନେଶ୍ୱରର ବିଲଡର ତଥା ପ୍ରପର୍ଟି ଡିଲର ସୁବ୍ରତ ସାହୁ ଜଣେ ମହିଳାଙ୍କୁ ଧର୍ଷଣ କରୁଥିବା ସମୟର ଭିଡିଓ ଉତ୍ତୋଳନ କରିଥିବା ସିବିଆଇ ଜାଣିବାକୁ ପାଇଛି।

ସାହୁ ୨୪ ବର୍ଷର ଏହି ମହିଳାଙ୍କୁ ପାଞ୍ଚବର୍ଷ ତଳେ ଧର୍ଷଣ କରିଥିବା ଏବଂ ଧର୍ଷଣ ସମୟର ଭିଡିଓ ଉତ୍ତୋଳନ କରି ଥିବା କୁହ। ଯାଉଛି । ଏହି ଭିଡିଓ ପରେ ଇଣ୍ଟରନେଟରେ ଓ ମୋବାଇଲ ରେ ପ୍ରସାରିତ ହୋଇଥିଲା। ସୁପ୍ରୀମ କୋର୍ଟଙ୍କ ନିର୍ଦେଷ କ୍ରମେ ସିବିଆଇ ଏହି ମାମଲାର ଯାଞ୍ଚ କରି ସାହୁକୁ ଗିରଫ କରିଥିଲା।

ସାହୁ ବହୁ ମହିଳା ଏବଂ ଝିଅଙ୍କୁ ନିଜ ଜ।ଲରେ ଫସାଇ ତାଙ୍କୁ ବ୍ଲାକମେଲ କରିଥିବା ସିବିଆଇ ଯାଞ୍ଚ ସମୟରେ ଜାଣିବାକୁ ପାଇଛି । ଏହି ମାମଲାରେ କେତେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତିକୁ ମଧ୍ୟ ସିବିଆଇ ଅନୁସନ୍ଧାନ ର ପରିସରକୁ ନେଇଛି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅପରାଧ Tagged With: ଇଣ୍ଟରନେଟ, ଧର୍ଷଣ, ସିବିଆଇ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ